• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 06 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ସାବାଡ଼ ହେବେ ବଦ୍‌ମାସ, ଗୁଣ୍ଡାଗିରିକୁ ବ୍ରେକ୍‌ ଦେବା ପାଇଁ ଆସିବ ନୂଆ ନିୟମ

ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି । More
  • Satyendu Shekher Mishra
  • 3 years ago

DRDO ହନିଟ୍ରାପ୍‌ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ...

ମୁମ୍ବାଇର ୨ ଯୁବକଙ୍କ ୨ଟି ଆକାଉଣ୍ଟ ନମ୍ବର ଦେଇ ମାଗିଥିଲେ ୪୦ ହଜାର ଟଙ୍କା । ସେହି ଅନୁସାରେ ଅଭିଯୁକ୍ତ ଜଣକ ୨୦୨୧ ଏପ୍ରିିଲ୍ ୧୮ରେ ୨ଟି କିସ୍ତିରେ ଅନଲାଇନ୍ ପେମେଣ୍ଟ କରିଥିଲା । More
  • Otv Khabar Bureau
  • 3 years ago

ଦୃଢ ଇଚ୍ଛା ଶକ୍ତି ଆଗରେ ମୁଣ୍ତ ନୁଆଁଇଛି ଗରିବୀ

ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭା More
  • Satyendu Shekher Mishra
  • 3 years ago

ବଦଳିବ ପଞ୍ଚାୟତ ନିର୍ବାଚନ ଚିତ୍ର; ମିଳିବନି ମଦ, ବଢ଼ିପାରେ ଭୋଟ ଗ୍ରହଣ ସମୟ

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ । More
  • Otv Khabar Bureau
  • 3 years ago

ପେଟ୍ରୋଲ-ଡିଜେଲ କମିଲା, LPG କେବେ..?

ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ । More
  • Otv Khabar Bureau
  • 3 years ago

ମମିତା ହତ୍ୟା ମାମଲାରେ ବିଜେପିର ହଲ୍ଲାବୋଲ୍, ଏଣେ କଂଗ୍ରେସ ବି ଆଟାକିଂ ମୁଡ୍‌ରେ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି । More
  • Satyendu Shekher Mishra
  • 3 years ago

ରାହୁଲଙ୍କଠୁ ନବୀନଙ୍କ ଯାଏଁ ! ଜିଲ୍ଲା ପରିଷଦରୁ ସାଂସଦ; ପ୍ରଦୀପଙ୍କ ପଲିଟିକାଲ କ୍ୟାରିୟର, କିଛି ଆଶା କିଛି ସ୍ୱପ୍ନ...

ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ। More
  • Satyendu Shekher Mishra
  • 3 years ago

ସୁଦାମ ମାରାଣ୍ଡିଙ୍କ କନ୍‌ଫିଡେନ୍ସ ନାହିଁ, ତେଣୁ କୋଟିଆ ବିବାଦ ସମାଧାନ ହେଉନି: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ । More
  • Satyendu Shekher Mishra
  • 3 years ago

ବିଦେଶରେ ଫଶିଥିବା ଓଡ଼ିଆ ପରିବାକୁ ଉଦ୍ଧାର ପାଇଁ ବୈଜୟଙ୍କ ଲେଖିଲେ ଚିଠି

ପୁଣି ଏକ ଓଡ଼ିଆ ପରିବାରକୁ ବିଦେଶରୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସିଙ୍ଗାପୁରକୁ ଚିଠି ଲେଖିଲେ ଶ୍ରୀ ପଣ୍ଡା । More
  • Satyendu Shekher Mishra
  • 3 years ago

ରାଜ୍ୟ ସରକାରଙ୍କୁ ନିୟମ ମାନିବାକୁ ପରାମର୍ଶ ଦେଲେ ସାଂସଦ ଅପରାଜିତା

ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ । More
  • Satyendu Shekher Mishra
  • 3 years ago

ଖୁସି ଖବର ! ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚଳିତ ମାସରୁ ମିଳିବ ବଦ୍ଧିତ ଦରମା

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା । More
  • Satyendu Shekher Mishra
  • 3 years ago

BJPକୁ ସସ୍ମିତଙ୍କ ପାଲଟା ଆକ୍ରମଣ, କହିଲେ କ’ଣ କରୁଛି ତାଙ୍କର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲ ତୁଚ୍ଛା ରାଜନୀତି କରୁଛି ବିଜେପି । More
  • Satyendu Shekher Mishra
  • 3 years ago

ସାଧାରଣ ଲୋକଙ୍କୁ ଆସ୍ୱସ୍ତି, କମିଲା ବସ୍‌ ଭଡ଼ା

ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି । ତେଲ ଦର କମିବା ପରେ କମିଲା ବସ୍‌ ଭଡ଼ା । More
  • Rajalaxmi Sahoo
  • 3 years ago

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ। ତେଣୁ ଏବେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ତେଣୁ କରୋନା ସଂକ୍ରମଣ ଆଶଙ୍କା ସେମାନଙ୍କ ପାଖରେ କମ୍ ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ପିଲାଙ୍କ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି। ସେହି ଅନୁସାରେ, ଟିକାକରଣ ହେବ। ତା’ପୂର୍ବରୁ ଆମକୁ ସଚେତନ ହୋଇ ସ୍କୁଲ ଖୋଲିବାକୁ ହେବ। ରାଜ୍ୟ ସରକାର ବି କରୋନା କଟକଣା ପାଳନ କରିବା ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହାସହ ଟେଷ୍ଟିଂ ଓ ଟିକାକରଣକୁ ଜୋରଦାର କରାଯାଉଛି।

  • Rajalaxmi Sahoo
  • 3 years ago

ନିଜ ଶାସନରେ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ପୃଥ୍ୱୀରାଜ ହରିଚନ୍ଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। More

  • Sarbeswar
  • 3 years ago

ଶଙ୍ଖ ଧରିଲେ ପ୍ରଦୀପ ମାଝି, କହିଲେ... ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ

ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ । More

  • Sarbeswar
  • 3 years ago

“ପ୍ରଶାସନ ଓ ସରକାର ଗୋଟିଏ ଘାଟରେ ପିଉଛନ୍ତି ପାଣି”

କଂଗ୍ରେସ ଟାର୍ଗେଟ୍‌ରେ ସରକାର। ପ୍ରେସମିଟ୍‌ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି More

  • Rajalaxmi Sahoo
  • 3 years ago

DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍‌ ! ଅଭିଯୁକ୍ତଙ୍କୁ ୪୦ ହଜାର ମାଗିଥିଲେ ମହିଳା

ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ। More

  • Sarbeswar
  • 3 years ago

ମଦମୁକ୍ତ ପଂଚାୟତ ନିର୍ବାଚନ ପାଇଁ ଦିଆଗଲା ପ୍ରସ୍ତାବ

ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି More

  • Rajalaxmi Sahoo
  • 3 years ago

ଡମ୍ପିଂୟାର୍ଡ ଅଛି, ହେଲେ ରାସ୍ତା ଉପରେ ଜମା କରାଯାଉଛି କୁଢ଼ କୁଢ଼ ଅଳିଆ

ଡମ୍ପିଂୟାର୍ଡ ଅଛି। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ଫଳରେ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି। More

  • Otv Khabar Bureau
  • 3 years ago

ପୁଅ ହେବ ତ ଏମିତି ! ଘରେ ପ୍ରତିଷ୍ଠା କଲେ ବାପା ମାଆଙ୍କ ମୂର୍ତ୍ତି

ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । More

  • Rajalaxmi Sahoo
  • 3 years ago

୯ରେ ଓଡ଼ିଶାରେ ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। More

  • Otv Khabar Bureau
  • 3 years ago

୨୦୧୯ ମସିହା ପାଇଁ ଘୋଷିତ ହୋଇଛି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା । More

  • Rajalaxmi Sahoo
  • 3 years ago

୯୩ ବର୍ଷରେ ବି ଥକି ନାହାନ୍ତି: ଅଣ୍ଟା ସିନା ବଙ୍କି ଗଲାଣି, ତଥାପି ପାନ ଦୋକାନ କରି ମେଣ୍ଟାଉଛନ୍ତି ଗୁଜୁରାଣ

ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି। More

  • Sarbeswar
  • 3 years ago

ଦିବ୍ୟାଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଯୋଜନା, ଏଣିକି କାହା ଉପରେ ନିର୍ଭର କରିବେ ନାହିଁ ବରଂ....

ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର More

  • Sarbeswar
  • 3 years ago

ବାପା ଚାଷୀ, ମାଆ ବିଡ଼ି ବାନ୍ଧି ପରିବାର ପୋଷନ୍ତି....ଆଉ ପୁଅ ଏବେ ହେବେ ଡାକ୍ତର

ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ,ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ସଫଳତା ପାଇଥିବା ସମ୍ବଲପୁର ହୁମାର ଦେବାଶିଷଙ୍କ ପାଇଁ ଆଜି ପରିବାରରେ ଖୁସି କହିଲେ ନ ସରେ More

  • Rajalaxmi Sahoo
  • 3 years ago

ଆଜି ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ। More

  • Rajalaxmi Sahoo
  • 3 years ago

ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍ ହ୍ରାସ, ମଧ୍ୟରାତ୍ରରୁ ଲାଗୁ ହେଲା ନୂଆ ଦର

ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍‌ ହ୍ରାସ କରାଯାଇଛି। More

  • Sarbeswar
  • 3 years ago

ପୁଣି ଦଳ ବଦଳାଇଲେ ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ

୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି । More

  • Sarbeswar
  • 3 years ago

ଦିନେ ଗଂଜେଇ ଚାଷ କରୁଥିଲେ ଆଉ ଆଜି କରୁଛନ୍ତି ପରିବା....

ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ More

  • Sarbeswar
  • 3 years ago

ପ୍ଲସ ଟୁ ଅଫଲାଇନ୍ ଫଳ ପ୍ରକାଶନ ଭୁଲିଗଲା କି ସିଏଚ୍ଏସ୍ଇ?

ପରୀକ୍ଷା ସରିବାର ମାସେ ଧରିବାକୁ ବସିଲାଣି ରେଜଲ୍ଟ ବାହାରିବାର ସୋର ଶବ୍ଦ ନାହିଁ। ତାଙ୍କରି ସାଙ୍ଗର ପିଲା ଆଡମିଶନ୍ କରି କ୍ଲାସ୍ କଲେଣି। ହେଲେ ଏମାନେ ଏବେବି ରେଜଲ୍ଟକୁ ଚାହିଁ ଘରେ ବସିଛନ୍ତି More

  • Sarbeswar
  • 3 years ago

ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ

ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମନ୍ତ୍ରୀଙ୍କ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ସଜ ହେଲେଣି ବିଜେପି ଓ କଂଗ୍ରେସ More

  • Sarbeswar
  • 3 years ago

ତେଲ ଦର ତ କମିଲା : ଅତ୍ୟାବଶ୍ୟକ ସାମଗ୍ରୀର ଦର କମିବ କେବେ?

ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି More