ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।
ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି ବହୁ କଷ୍ଟରେ । ଦୁର୍ଦ୍ଦିନରେ ପ୍ରତିଭାଧର ନାରାୟଣ ।
ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।
ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି
ଏ ହେଉଛି ଏକ ନିଆରା ବାହାଘର । ଗଛ ସହିତ ଗଛର ବାହାଘର । ବର ଗୋଟିଏ ଗଛ ଓ କନ୍ୟା ଗୋଟିଏ ଗଛ । ସତସତିକା ବାହାଘର ପରି ହୋଇଥିଲା ସବୁ ରୀତିନୀତି । ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ଦେବାଦେବୀ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି ।
ଆପଣ କେବେ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ’ ଖାଇଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମଟନ୍’ । ଏହି ରେସିପିଟି ଆମେ ଆଜି ଦେଶୀ ଉପାୟରେ ପ୍ରସ୍ତୁତ କରିବା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନିକଟକୁ ଧସେଇ ପଶି ୨ ଜଣ ଯୁବକ ଅଣ୍ଡା ମାଡ଼ କରିଛନ୍ତି।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।
ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ତେବେ ଆଜି ମୋଟ ୫ଟି ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ଲଢ଼େଇ ।
୨୦୨୧ ମସିହା, ନଭେମ୍ବର ମାସ ୨୪ ତାରିଖ, ବୁଧବାର, ବିଛା ୯ ଦିନ, ମାର୍ଗଶୀର ମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।
ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଯୁବତୀ। ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।
ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?
ପିକ୍ନିକ୍ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍ଫୁଟ୍ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି ।
ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍ରୁମ୍ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପିଲାଙ୍କ ଭବିଷ୍ୟତ ସରକାର କେତେ ଦୂର ସଚେତନ, ତାହା ଆପଣ ଦେଖନ୍ତୁ ।
ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି ।
ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି।