Eggs hurled at minister Bikram Keshari Arukh’s vehicle
ପୁରୀ: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।
Advertisment
ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ବିରୋଧୀଙ୍କ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ଜଣାପଡ଼ିଛି। ଏହାସହ କଳା ପତାକା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଏହି ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି।
ବଳଗଣ୍ଡି ଛକରେ ବିଜେପି କର୍ମୀମାନେ ମନ୍ତ୍ରୀ ଆରୁଖଙ୍କୁ କଳାପତାକା ଦେଖାଇଥିଲେ। ଏହାସହ ଗୋବର ପାଣି ପକାଇ ବଡ଼ଦାଣ୍ଡକୁ ପବିତ୍ର କରିଥିଲେ। ଏହାପରେ ଅଣ୍ଡା ମାରିଥିବା କିଛି ଲୋକଙ୍କୁ ପୋଲିସ ଗୋଡ଼ାଇ ଗୋଡାଇ ଧରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)