କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି ।
ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଟାଇଟଲ୍ ପାଇଁ ଟର୍ଫକୁ ଓହ୍ଲାଇବେ ୧୬ଟି ଟିମ୍। ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି।
ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ତେବେ ଆଜି ମୋଟ ୫ଟି ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ଲଢ଼େଇ ।
ଜୁନିଅର ବିଶ୍ୱକପ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ସରିଛି.. ଆସନ୍ତା ୨୪ରୁ କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍
ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି । ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ୍ କଟକଣାରେ ହେବ ମ୍ୟାଚ।
ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।