• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Junior Hockey World Cup

germany wins against pakistan
ପାକିସ୍ତାନ ବିପକ୍ଷରେ ଜର୍ମାନୀର ସହଜ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।

Belgium wins
ଜୁନିୟର ହକି ବିଶ୍ୱକପରେ ସାଉଥ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କଲା ବେଲଜିୟମ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି ।

Junior Hockey WorldCup
ଆଜିଠୁ ଭୁବନେଶ୍ୱରରେ ହକି ମହାକୁମ୍ଭ

ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଟାଇଟଲ୍ ପାଇଁ ଟର୍ଫକୁ ଓହ୍ଲାଇବେ ୧୬ଟି ଟିମ୍। ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି।

Junior Hockey WorldCup
ବାଜିଲା ଜୁନିୟର ବିଶ୍ୱକପ୍ ହକି ବିଗୁଲ୍: ଖାଁ ଖାଁ କଳିଙ୍ଗ ଷ୍ଟାଡିୟମ

ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ତେବେ ଆଜି ମୋଟ ୫ଟି ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ଲଢ଼େଇ ।

Junior Hockey WorldCup
ଜୁନିଅର ହକି ଟିମରେ ୩ ଓଡ଼ିଆ

ଜୁନିଅର ବିଶ୍ୱକପ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ସରିଛି.. ଆସନ୍ତା ୨୪ରୁ କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍

Junior Hockey WorldCup
ବିନା ଦର୍ଶକରେ ହେବ ହକି ମ୍ୟାଚ

ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି । ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ୍ କଟକଣାରେ ହେବ ମ୍ୟାଚ।

CM Naveen Patnaik
ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍‌

ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।