ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି ।
ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍ ଭଙ୍ଗା? କେବଳ ଉନ୍ନତି ନେଇ କହିବେ ଓ ପ୍ରଶ୍ନ ପଚାରିବେ ସଦସ୍ୟ