ବାହାଘରକୁ ଦର୍ଶ ବର୍ଷ ପୂରିଲା, ବିବାହ ବାର୍ଷିକୀ ପାଳିଲେ ବର-ଓସ୍ତ
ଏ ହେଉଛି ଏକ ନିଆରା ବାହାଘର । ଗଛ ସହିତ ଗଛର ବାହାଘର । ବର ଗୋଟିଏ ଗଛ ଓ କନ୍ୟା ଗୋଟିଏ ଗଛ । ସତସତିକା ବାହାଘର ପରି ହୋଇଥିଲା ସବୁ ରୀତିନୀତି । ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ଦେବାଦେବୀ ।
ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ