• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bank loan
ଠିକ ସମୟରେ ବ୍ୟାଙ୍କ ଋଣ ଶୁଝିଲେ ମିଳିବ ୫% ସୁଧ ରିହାତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି।

Student Death Mystery
କଫି ସପ୍‌ରେ ଓଡ଼ିଆ ଝିଅର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି  ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

Deputy speaker controvercial statement
"ଭୁଲ୍‌ରେ ଠାକୁର କହିଦେଲି"

କହିଥାନ୍ତି ଦେବତୁଲ୍ୟ, କହିଦେଲି ଠାକୁର ! ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦକୁ ଆସିବା ପରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।

Loot from woman
ଜ୍ୟୋତିଷ ହୋଇ ଆସିଲେ, ସବୁ ନେଇ ଚାଲିଗଲେ

ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Odisha Assembly
ପ୍ରଶ୍ନକାଳ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଧାନସଭାରେ ହୋହାଲ୍ଲା କରିପାରିବେନି ବିଧାୟକ

ପ୍ରଶ୍ନକାଳ ସମୟରେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।

Coronavirus
ଓଡ଼ିଶାରେ ପୁଣି ବଢ଼ିଲା କି କରୋନା ସଂକ୍ରମଣ ? ୭୫ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏ‍ବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭୀମସାର୍‌ରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ଓ ସୁନ୍ଦରଗଡ଼ରେ ଥିବା ଏକ ବାଳିକା ବିଦ୍ୟାଳୟରେ କିଛି ଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ଚିନ୍ତା ବଢ଼ିଛି।

Orissa High Court
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି- ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ

ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Daughter Carries 92-Year-Old Father
ଅବହେଳାର ବିକଳ ଚିତ୍ର: ଶୁଣିଲେନି ବ୍ୟାଙ୍କ୍‌ ଅଧିକାରୀ, KYC ପାଇଁ ଟ୍ରଲିରେ ବୁହା ହେଲେ ୯୨ ବର୍ଷୀୟ ବୃଦ୍ଧ

ବୟସ ୯୨ ପାର୍‌ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍‌ ଯୋଗୁ ଠିକ୍‌ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ।

Villagers far from development
ବିକାଶରୁ କୋଶେ ଦୂରରେ ଗ୍ରାମବାସୀ, ସରକାରୀ ଯୋଜନା କେତେ ସଫଳ ?

ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା, ହେଲେ କେତେ ସଫଳ ଏ ଯୋଜନା । ଏବେବି ଅନେକ ଗାଁ ବିକାଶରୁ କୋଶେ ଦୂରରେ ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା । ସଡ଼କ ଅବ୍ୟବସ୍ଥାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଶାସନ ନ ଶୁଣିବାରୁ ଲୋକେ ନିଜେ ରାସ୍ତା କାମ କରୁଛନ୍ତି। ବାରମ୍ବାର ଗୁହାରୀ ପରେ ନଶୁଣିବାରୁ ଗାଁ ଲୋକେ ନିଜେ ପୋଲ ନିର୍ମାଣ କରିଛନ୍ତି । କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଦେଖିବା ସମସ୍ୟାର ଚିତ୍ର ।

  • Tuesday, 23 November 2021
OCAC CEO Cyber Fraud Case
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।

Daily Horoscope
Daily Horoscope, 23 NOV 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୩ ତାରିଖ, ମଙ୍ଗଳବାର, ବିଛା ୮ ଦିନ, ମାର୍ଗଶୀର ମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି ।ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Chicken Die Due To DJ Music
ଆଶ୍ଚର୍ଯ୍ୟ ! DJ ମ୍ୟୁଜିକ୍‌ରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା ! ଥାନାରେ ପହଞ୍ଚିଲେ ମାଲିକ

ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

Rainfall Alert
ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ସେପଟେ ରାଜ୍ୟରେ କୋହଲା ପାଗ ଓ କିଛି ସ୍ଥାନରେ ବର୍ଷା ଲାଗି ରହିଛି।

Dahi paneer recipe
ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପନିର’

ଆଜିର ରାନ୍ଧଣା ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ ପନିରର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ପର୍ବପର୍ବାଣୀରେ ଘରେ ବନେଇ ଖାଇପାରିବେ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ 'ଦହି ପନିର' ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 23 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Tuesday, 23 November 2021
Woman Stages Dharna
ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।

DM fund misuse
ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି

ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?

High Voltage Political Drama
ରାଜଧାନୀରେ ଜୋର ଧରିଲା ପଲିଟିକାଲ ତାତି

ରାଜଧାନୀ ରାଜରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପିର ମମିତା ମେହେର ପ୍ରସଙ୍ଗକୁ ଗ୍ୟାସ ଦରବୃଦ୍ଧି ଇସ୍ୟୁରେ କାଉଣ୍ଟର କରିଛି ବିଜେଡି । ସେପଟେ କିଛିଦିନ ତଳେ ମମିତା ମେହେରଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓ କିଏ ପ୍ରସ୍ତୁତ କରିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Police Arrest Child's Father, Maternal Grandmother
ମିଛ ଥିଲା ଶିଶୁକନ୍ୟା ଚୋରି, ଘର ଢିଙ୍କି ସାଜିଥିଲେ କୁମ୍ଭୀର

ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା। 

Uddan Programme
ବିମାନରେ ଉଡ଼ିବାର ମଜାନେଲେ କୋଭିଡ୍‌ରେ ବାପାମାଆ ହରାଇଥିବା ପିଲା

ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।

Sameer Mohanty On CM Naveen
ସାଂଘାତିକ ଅଭିଯୋଗ, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଉଛନ୍ତି ହେଲେ କିଛି କହୁ ନାହାନ୍ତି...

ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।

Balangir Patnagarh Viral Video
ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ପୁଣି ମନେ ପଡ଼ିଲା ଦାନ ମାଝୀଙ୍କ କଥା, ଦେଖନ୍ତୁ ଭିଡିଓ..

ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ ।

Girish Chandra Murmu
ଏଣିକି ମନ ଇଚ୍ଛା କେନ୍ଦ୍ର ଟଙ୍କା ଖର୍ଚ୍ଚ କରିପାରିବନି ରାଜ୍ୟ, CAGଙ୍କ ରହିବ ନଜର

ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।

highcourt
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ଅସନ୍ତୋଷ, ହାଇକୋର୍ଟରେ ପହଞ୍ଚିଲା ମାମଲା

ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।