ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍ ପାର କରିଥିଲା।