ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।
କରୋନାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ନିର୍ବାଚନକୁ ସୁରକ୍ଷିତ କରିବା, ଗାଇଡଲାଇନ୍ ପ୍ରସ୍ତୁତ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ। ନିର୍ବାଚନର ସମସ୍ତ ଦିଗକୁ ନେଇ ହୋଇଛି ମାନସମନ୍ଥନ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି
କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।
ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।
୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।
ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।
ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ବଢି ବଢି ଚାଲିଛି । ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି।
ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବାକୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ସେପଟେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ କରିବା ଲାଗି ସମସ୍ତ ବିରୋଧୀ ଦାବି କରିଛନ୍ତି।
ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି ।
ସଂଧ୍ୟା ବା ସକାଳ ଜଳଖିଆରେ ଆପଣ କଣ ବନେଇବେ ,ସେଥିପାଇଁ ଚିନ୍ତିତ କି ? ସେଥିପାଇଁ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସୁଆଦିଆ ଜଳ ଖିଆ ରେସିପି ‘ଆଳୁ ଲଚ୍ଛା ପରଟା’ । ତାହେଲେ ଆପଣ ଆଜି ହିଁ ଘରେ ବନାନ୍ତୁ ‘ଆଳୁ ଲଚ୍ଛା ପରଟା’ ।
ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।
ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍ ପତ୍ରେ ପତ୍ରେ ଭଳି ଯାଇ ରେଡ୍ କରିଥିଲା।
ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ୨୦୨୨ ମସିହା ଜାନୁଆରୀ ତା ୧୦ ତାରିଖ ସୋମବାର, ଧନୁ ୨୬ ଦିନ ପୌଷ ମାସ ଶୁଳ୍କ ପକ୍ଷ, ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭୟାବହ ସଂକ୍ରମଣ। ୨୪ଘଣ୍ଟାରେ ୪ହଜାର ୭ଶହ ୧୪ନୂଆ ପଜିଟିଭ୍। ମେଡିକାଲରେ ଭର୍ତ୍ତି ହେଉଛନ୍ତି ମାତ୍ର ୩ ପ୍ରତିଶତ ରୋଗୀ। କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ବହୁବିଧ ଆକ୍ରାନ୍ତ ବରିଷ୍ଠ ନାଗରିକ ବି ନେବେ ବୁଷ୍ଟର୍ ଡୋଜ୍।
୧୧ ଓ ୧୨ରେ ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।
ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।
ଦୁଇ ହାତରେ ସମାନ ସ୍ପିଡ୍ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍ ଗୋଲ ଗୋଲ ରହିଛି।
ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ।