ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।
ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ....ସାଇକେଲ୍ ଟ୍ରାକ୍ ଛାଡ଼ି ମୁଖ୍ୟ ରାସ୍ତାରେ ସାଇକେଲ ଚଳାଉଛନ୍ତି ଲୋକେ, ରାସ୍ତାରେ ବାଧକ ସାଜୁଛି ଉଠାଦୋକାନ