ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି...ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ
ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ ।
୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।
ବ୍ରହ୍ମପୁର ପରେ ବ୍ରହ୍ମଗିରିରେ ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ୱିନୀ : ବିବାହ ପରେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ ଶ୍ୱଶୁର ଘର ଲୋକେ...ମାଡ଼ ମରାଯାଇଥିବା ନେଇ ଆସିଲା ଅଭିଯୋଗ
ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ।
ଆଜି କୋର୍ଟ ରାୟ ଦେଇଛନ୍ତି ଯେ, ସୁମିତ୍ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବେ। ଆଉ ଏହା ପରେ ଆଜି ଏବେ ସୁମିତଙ୍କ ଘର ଆଗରେ ହଙ୍ଗାମା। ସୁମିତଙ୍କ ଘରର ଗେଟ୍ ଭାଙ୍ଗି ମହିଳା ପଶିଯାଇଛନ୍ତି ଭିତରେ। ଦେଖନ୍ତୁ ଦୃଶ୍ୟ।
ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।