ପ୍ରେସ୍ ରିଲିଜ୍ ଜାରି କରି ସଂସ୍ଥା ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।
ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା ।
ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍ ଟ୍ରଲର।
କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍ର ବ୍ୟବସ୍ଥା ଥିଲା ।
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ।
ଆମ ଓଡ଼ିଆ ଘରର ଖାଇବାର ସ୍ୱାଦ ପୁରା ନିଆରା । ତେବେ ଆପଣ କେବେ ଓଡିଆ ଘରର ଦେଶୀ ରେସିପି 'ମାଛମୁଣ୍ଡ ଅଣ୍ଡା କଷା' ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ 'ମାଛମୁଣ୍ଡ ଅଣ୍ଡା କଷା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପ୍ରଥମେ ହାତୀ ଶାବକଟି କୂଅ ଭିତରେ ଖସି ପଡ଼ିଥିଲା । ଆଉ ହାତୀ ଛୁଆଟି ଖସି ପଡ଼ିବାରୁ ଅନ୍ୟ ହାତୀମାନେ ସେଠାରେ ଜଗି ରହିଥିଲେ । ପ୍ରାୟ ୧୦ରୁ ଅଧିକ ହାତୀ ସେହି କୂଅ ପାଖରେ ଜଗି ବସିଥିଲେ ।
ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।
କରୋନାର ଦ୍ରୁତ ସଂକ୍ରମଣ ଭିତରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତା ଦେଖାଦେଇଛି। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? କ’ଣ ହେବ ଗାଇଡ୍ଲାଇନ୍ ? ସେନେଇ ଚିନ୍ତା ଦେଖାଦେଇଛି।
୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି।
ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।
ଉଗ୍ର ରୂପ ନେଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ୍। ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
କରୋନାର ତୃତୀୟ ଲହରୀର ଭୟକୁ ଖାତିର ନ କରି କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଦର୍ଶନ କଟକଣାକୁ ଦେଖି ଦେଖାଯାଇଥିଲା ଏହି ଭିଡ।
ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି ।
ମିଳିନି ଜଙ୍ଗଲପଟ୍ଟା ଜମି, ଆନ୍ଦୋଳନ ପାଇଁ ଧମକ ଦେଲେ ଆଦିବାସୀ
ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି।
ଗଜପତି ଷ୍ଟାଡିୟମରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲାମାନେ ଭୟଭୀତ ହୋଇ ଯିଏ ଯେଉଁଆଡେ ଦୌଡି ପଳାଇଥିଲେ।
ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।
ପ୍ରାୟତଃ ରୋଲ୍ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମେ ମଧ୍ୟ ବଜାରରୁ ସ୍ପ୍ରିଙ୍ଗ୍ ରୋଲ୍ ସମେତ ବିଭିନ୍ନ ରୋଲ୍ କିଣିକି ଖାଇଥାଉ। କିନ୍ତୁ ଆପଣ ଘରେ ସ୍ପ୍ରିଙ୍ଗ୍ ରୋଲ୍ ବନେଇ ଖାଇପାରିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ଆଜି ବନେଇବୁ ‘ସ୍ପ୍ରିଙ୍ଗ୍ ରୋଲ୍’ ।
ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS