• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Ashwini Vaishnaw Visits Balasore
ନନାଙ୍କ ମାଟିଘର ଚଟାଣରେ ବସି କଦଳୀ ପତ୍ରରେ ଭୋଜନ କଲେ ରେଳମନ୍ତ୍ରୀ

ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା।

Corona
ଚିନ୍ତା ବଢ଼ାଇଲାଣି କରୋନା ! ସ୍କୁଲଠାରୁ ବିମାନବନ୍ଦର ସବୁଠି କଡ଼ା କଟକଣା, ଜାଣନ୍ତୁ କ’ଣ..

ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।

Tapaswini Sumeet
କୁଆଡେ ଗଲେ ତପସ୍ୱିନୀଙ୍କ ସ୍ୱାମୀ, ଶ୍ୱଶୁର?

ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି।

Covid 19
ଦୈନିକ ସଂକ୍ରମଣରେ ନିଆଁ ! ଶଙ୍କା ବି ସତ ହେଲା, ଚାହୁଁ ଚାହୁଁ ଲକ୍ଷେ ଡେଇଁଗଲା

ରାଜ୍ୟରେ ସଂକ୍ରମଣ ହୁ ହୁ ବଢୁଥିଲେ ବି କେବେ ପିକ୍‌ରେ ପହଞ୍ଚିବ, ତାହା ଏବେଠୁ କହି ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବି ହୋଇଛନ୍ତି କରୋନା ସଂକ୍ରମିତ ।

Puri Lord Jagannath
କରୋନା ଭୟ ! ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଓମିକ୍ରନ୍ ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ।

Pramod Das
ବୁଲା ଗୋରୁଗାଈଙ୍କ ପାଇଁ ଦେବଦୂତ ପ୍ରମୋଦ, ସେବା କରିବାକୁ ଭାରି ଆଗଭର

ନିଜ ପରିବାର, ଭବିଷ୍ୟତ, ସବୁକିଛି ଭୁଲି ନିରୀହ ଜୀବଙ୍କ ସେବାରେ ଲାଗିଥିବା ଏହି ଯୁବକଙ୍କ ପ୍ରଶଂସାରେ ଏବେ ଶତମୁଖ ଭଦ୍ରକବାସୀ ।

  • Friday, 07 January 2022
Rajendra University
OTV Impact: ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପି.ଜି ହଷ୍ଟେଲରେ ପହଞ୍ଚିଲା ମେଡିକାଲ ଟିମ

ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା ।

Egg Attack
ବିଜେଡ଼ି ନେତାଙ୍କୁ ଅଣ୍ଡାରେ ଗାଧୋଇ ଦେଲେ କଂଗ୍ରେସ କର୍ମୀ

ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା

Traffic DCP
ଏଣିକି ରାସ୍ତାର ବାମ ପଟେ ଠିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍‌କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।

Narasingh Mishra
“ଆଗେ ନିର୍ବାଚନ ନୁହେଁ ଆଗେ ଜୀବନ : ବିଳମ୍ବରେ ନିର୍ବାଚନ ହେଲେ ଅସୁବିଧା ହେବନି”

ରାଜ୍ୟରେ ବଢୁଛି ସଂକ୍ରମଣ : ଏମିତି ସମୟରେ ନିର୍ବାଚନ ଘୁଂଚାଇବା ପାଇଁ ଦାବି କଲେ ନରସିଂହ

Dolly
ତପସ୍ୱିନୀଙ୍କ ପରେ ଡଲିସ୍ମିତା: ହକ ପାଇଁ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ସ୍ତ୍ରୀ

ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି

SRC Guidelines
୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ

କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର।

OTV
ଓଟିଭି YouTubeରେ ସବ୍‌ସ୍କ୍ରାଇବର ସଂଖ୍ୟା ୭ ମିଲିଅନ୍ ପାର୍

ଓଟିଭିର ୟୁଟ୍ୟୁବ୍‌ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍‌ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି।

'Green Chiken Curry' Recipe
କମ୍ ତେଲ ଓ ମସଲାରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆଗରୁ ଆମେ ଆପଣଙ୍କ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍‌ ଚିକେନ୍‌ କରି’ ।

Surge In Covid Cases At VSSUT Burla
ରାଜେନ୍ଦ୍ର ୟୁନିଭର୍ସିଟିରେ ପଶିଲା କରୋନା, ଭିସୁଟ୍‌ରେ ଅଫଲାଇନ୍‌ ପରୀକ୍ଷା ସ୍ଥଗିତ

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରାଯାଇଛି।

Health Minister Naba Das
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Tapaswini’s Father-In-Law Releases New Video
‘ମୋତେ ଭୟ ଲାଗୁଛି, ତେଣୁ ରାତିରେ ଘରୁ ପଳାଇ ଆସିଲି’

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।

Similipal National Park
ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ୬ଟି ଟ୍ରାଭେଲର ବସ୍

ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।

Corona Cases In Odisha
ଓଡ଼ିଶାରେ କରୋନା ବିସ୍ଫୋରଣ: ଦିନକରେ ଚିହ୍ନଟ ହେଲେ ୨,୭୦୩ ପଜିଟିଭ୍‌

ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

New Covid Guidelines
ଆଜିଠୁ ଓଡ଼ିଶାରେ ନୂଆ କରୋନା କଟକଣା ଲାଗୁ, ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।

Sumit-Tapaswini Marital Discord
ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌: ରାତି ଅଧରେ ଘର ଛାଡ଼ିଲେ ଶ୍ୱଶୁର

ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 07 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 07 January 2022
 Pledging Fake Gold
ଚିଟଫଣ୍ଡ୍ ପରେ ଲୋକଙ୍କୁ ଲୁଟୁଛନ୍ତି କି ସୁନା ବନ୍ଧକ ଋଣ ସଂସ୍ଥା?

ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ। 

ସୁମିତ ସାହୁଙ୍କ ବାପା
ଶ୍ୱଶୁର ଘର ଭିତରକୁ ପ୍ରବେଶ କଲେ ତପସ୍ୱିନୀ

କୋର୍ଟଙ୍କ ରାୟ କପି ଆସିବା ପରେ  ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ।

Ashwini Vaishnaw
ଖୁବ୍‌ଶୀଘ୍ର ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର-୨୭୨ ପୋଷ୍ଟ ଅଫିସ

ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର ।

  • Thursday, 06 January 2022