ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୬,୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍-୨୦,୫୬୦ ରହିଛି।
Covid-19 Report For 9th Jan
— I & PR Department, Odisha (@IPR_Odisha) January 10, 2022
New Positive Cases: 4829
Of which 0-18 years: 448
In quarantine: 2823
Local contacts: 2006
(Details of local contacts will be shared by concerned District)
1. Angul: 69
2. Balasore: 210
3. Bargarh: 84
4. Bhadrak: 69
5. Balangir: 104
6. Boudh: 6
7. Cuttack: 401
— I & PR Department, Odisha (@IPR_Odisha) January 10, 2022
8. Deogarh: 19
9. Dhenkanal: 23
10. Gajapati: 32
11. Ganjam: 49
12. Jagatsinghpur: 46
13. Jajpur: 66
14. Jharsuguda: 189
15. Kalahandi: 48
16. Kandhamal: 8
17. Kendrapada: 24
18. Keonjhar: 63
19. Khurda: 933
20. Koraput: 77
21. Malkangiri: 11
22. Mayurbhanj: 162
23. Nawarangpur: 85
— I & PR Department, Odisha (@IPR_Odisha) January 10, 2022
24. Nayagarh: 24
25. Nuapada: 51
26. Puri: 130
27. Rayagada: 82
28. Sambalpur: 644
29. Sonepur: 32
30. Sundargarh: 869
31. State Pool: 219
New recoveries: 386
Cumulative tested: 26178973
Positive: 1075698
Recovered: 1046617
Active cases: 20560
ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଏହି ଡୋଜ୍ ଦିଆଯିବ। ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ। ହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇ ହେବ। ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ।