• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 21 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ

ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ More
  • Otv Khabar Bureau
  • 2 years ago

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍‌ରେ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି । More
  • Otv Khabar Bureau
  • 2 years ago

ବିରୋଧୀଙ୍କ ଅପେକ୍ଷା ବିଜେଡିଙ୍କୁ ବେଶୀ ବିଦ୍ରୋହୀଙ୍କ ଡର

ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ ଦେଉଛନ୍ତି । More
  • Satyendu Shekher Mishra
  • 2 years ago

ଗୁନ ସିଂହରି ହତ୍ୟାକାଣ୍ଡର ବଦ୍‌ଲା ! ଜିରୋ ରେଞ୍ଜରୁ ଫାୟାରିଂ ପାଇଁ ହୋଇଥିଲା ଏତେ ବଡ଼ ଡିଲ୍‌

ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପଛରେ ଏମାନଙ୍କ ମଧ୍ୟରୁ କାହାର ଥିଲା କେଉଁ ରୋଲ୍ ? More
  • Satyendu Shekher Mishra
  • 2 years ago

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ !

ଚିପ୍‌ରେ କଣ ଥିଲା ଯେ, ମାନସଙ୍କୁ ମାରିଦିଆଗଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍‌ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ । More
  • Otv Khabar Bureau
  • 2 years ago

ବସ୍ତି ବାସିନ୍ଦାଙ୍କ ମନ ଜିଣିବା ପାଇଁ ସବୁଦଳ କରୁଛନ୍ତି ପ୍ରତିଶ୍ରୁତିର ବର୍ଷା

ତେବେ ସବୁ ଦଳର ଫୋକସ୍‌ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ପୌର ନିର୍ବାଚନର ହାର ଜିତ୍‌ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୌରାଞ୍ଚଳରେ ଶିକ୍ଷିତ ଭୋଟର୍ ପ୍ରାୟତଃ କମ୍ ଭୋଟ୍ ଦେବାକୁ ଯାଇଥାନ୍ତି । କିନ୍ତୁ ବସ୍ତିବାସିନ୍ଦା ଅଧିକ ମାତ୍ରାରେ ଭୋଟ ଦେଇଥାନ୍ତି । More
  • Rajalaxmi Sahoo
  • 2 years ago

ମିଳିଲା ବଡ଼ ପ୍ରମାଣ: ଅତି ନିଜର ଥିଲେ ଶର୍ମିଷ୍ଠା, ଅବସର ଦିନ ନାଲେନାଲ୍‌ କରିଦେଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। More
  • Satyendu Shekher Mishra
  • 2 years ago

ଆନ୍ଧ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା, ଖାରଜ ହେଲା ରିଟ୍‌ ପିଟିସନ୍‌

କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର । More
  • Satyendu Shekher Mishra
  • 2 years ago

କେତେ ଘଣ୍ଟା ଶୁଅନ୍ତି ମୋଦି ? ବଡ଼ ଖୁଲାସା କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌

ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି । ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରି ହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି । More
  • Satyendu Shekher Mishra
  • 2 years ago

ଦିନ ସାରା ଚେୟାରମ୍ୟାନ୍‌ ପ୍ରାର୍ଥୀ ହୋଇ କରୁଛନ୍ତି ପ୍ରଚାର, ସନ୍ଧ୍ୟାରେ ବିକୁଛନ୍ତି ଗୁପ୍‌ଚୁପ୍‌

ମହିଳା ଗୁପଚୁପ୍‌ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍‌ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି । More
  • Rajalaxmi Sahoo
  • 2 years ago

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ?

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ।  More
  • Otv Khabar Bureau
  • 2 years ago

"ଯିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବ ତାକୁ ହିଁ ଭୋଟ ଦେବୁ"

ଚାଲିଛି ପ୍ରଚାର, କମ୍ପୁଛି ମଇଦାନ । ପ୍ରଥମ କରି ପୌର ନିର୍ବାଚନର ସାମ୍ନା କରୁଥିବା ବିଜେପୁରରେ ଏବେ ସରଗରମ ରାଜନୀତି । ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । More
  • Satyendu Shekher Mishra
  • 2 years ago

ULB Polls: ଏଥର ୨୨ ହଜାର ପୋଲିଂ କର୍ମଚାରୀ, ୪୦ ଲକ୍ଷ ୫୫ ହଜାର ଭୋଟର

ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । More
  • Satyendu Shekher Mishra
  • 2 years ago

କ୍ୟାମେରା ମ୍ୟାନ୍‌ ମାନସ ହତ୍ୟା ମାମଲା, ପୁରା ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ନିରଞ୍ଜନ

ସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍‌ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି ।  More
  • Satyendu Shekher Mishra
  • 2 years ago

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲାରେ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠି ଗିରଫ

ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା । More
  • Chandan Shishu
  • 2 years ago

ଶାନ୍ତିଶୃଙ୍ଖଳା ନିର୍ବାଚନ ପାଇଁ ୧୯୫ ପ୍ଲାଟୁନ ଫୋର୍ସ ହେବେ ମୁତୟନ

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ଲାଗି ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। More
  • Chandan Shishu
  • 2 years ago

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୨ !

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର। More
  • Rajalaxmi Sahoo
  • 2 years ago

ସେବାୟତଙ୍କୁ ହତ୍ୟା ପାଇଁ ଡିଲ୍‌ ହୋଇଥିଲା ୩୦ ଲକ୍ଷ ଟଙ୍କା

ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। More
  • Rajalaxmi Sahoo
  • 2 years ago

ସେବାୟତ ହତ୍ୟା ଘଟଣାରେ ୬ ଗିରଫ: ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି। More
  • Rajalaxmi Sahoo
  • 2 years ago

ହୋଲି ଖେଳିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ...ନଦୀରୁ ମିଳିଲା ମୃତଦେହ

କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। More
  • Pallipuspa Samal
  • 2 years ago

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା । More
  • Pallipuspa Samal
  • 2 years ago

ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ ଅଭିଯୋଗ। ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ । ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ଲୁଟ୍, ପୋଲିସର ତନାଘନା । More
  • Chandan Shishu
  • 2 years ago

ପୋଲିସ ପଞ୍ଝାରେ ଧରାପଡ଼ିଲା ପ୍ରଫେସରଙ୍କୁ ଚୁନ ଲଗାଇଥିବା ଠକ

ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି। More
  • Chandan Shishu
  • 2 years ago

ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିଲେ। More
  • Pallipuspa Samal
  • 2 years ago

ଠିକାଦାର ହଡ଼ପ କରିନେଲେ ଆବାସ ଯୋଜନା ଘର

ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର  ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା  ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି  ମୟୂରଭଞ୍ଜ ଜିଲ୍ଲା କପ୍ତିପଦାଅ ଲୋକେ । More
  • Satyendu Shekher Mishra
  • 2 years ago

ମାନସ ସ୍ୱାଇଁ ହତ୍ୟା ମାମଲା: ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କୁ ଧରୁନି ନା ଧରିପାରୁନି ପୋଲିସ ?

ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ । More
  • Chandan Shishu
  • 2 years ago

୫ ସହରରେ ତାପମାତ୍ରା ଡେଇଁଲା ୪୦ ଡିଗ୍ରୀ

ଓଡ଼ିଶାର ଅଧିକ ସ୍ଥାନରେ ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ସମ୍ଭବ ହେଉନାହିଁ। More
  • Chandan Shishu
  • 2 years ago

ଘରଠୁ ତାରକା ହୋଟେଲ୍, ଯୁଆଡେ ଦେଖିବ ପଖାଳ

ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ। More
  • Satyendu Shekher Mishra
  • 2 years ago

ପୌର ନିର୍ବାଚନ: ହେଭିୱେଟ୍‌ଙ୍କ ଦେଖା ନାହିଁ, ପୁଣି ବିଜେଡି କରିବ କି କ୍ଲିନ୍‌ ସ୍ୱିପ୍ ?

ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି । More
  • Chandan Shishu
  • 2 years ago

ପଞ୍ଚାୟତ ଭୋଟ୍ ପରବର୍ତ୍ତୀ ହିଂସାରେ ଲାଗୁନି ବ୍ରେକ୍, ଏଥର ବୋମାରେ ନିଶାନା

ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ। More