• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପିଚୁ କଡ଼େଇରେ ପଡ଼ିଗଲେ ୩ ଶିଶୁ

ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହତ ହୋଇଛନ୍ତି ।  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଘଟିଛି ଏହି ଅଘଟଣ ।  ରାସ୍ତା କାମ ପାଇଁ ଥିବା ପିଚୁ କଡ଼େଇରେ ୩ ଶିଶୁ ପଡ଼ିଯାଇଥିଲେ । ତେବେ ଗୁରୁତର ୩ ଶିଶୁଙ୍କୁ ଉଦ୍ଧାର କରି ଗାଁ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି ।  ତେବେ ପିଚୁ କଡ଼େଇରେ ପିଲା ମାନେ କେମିତି ପଡ଼ିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । 

OTV is now on Whatsapp

Join and get latest news update delivered to you via whatsapp

Join Now