ପଖାଳ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ପଖାଳ ଖାଇ ପାଇଛନ୍ତି ଖ୍ୟାତି, ମିଳିଛି ରୋଜଗାର । ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା ପଖାଳ ଖାଇ ଚର୍ଚ୍ଚାକୁ ଆସିଥିଲେ ସମ୍ବଲପୁରର ଇସକ ମୁଣ୍ଡା ।