• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Fire Tragedy

Delhi Fire Tragedy
Delhi Fire Tragedy: ହୁତୁ ହୁତୁ ଜଳୁଥିଲା ବିଲ୍ଡିଂ, ୨ ଛୁଆଙ୍କୁ ଧରି ସାତ ମହଲାରୁ ଡେଇଁପଡିଲେ ବାପା

ବିଲ୍ଡିଂରେ ନିଆଁ ଲାଗିବାରୁ ୨ ଛୁଆଙ୍କୁ ଧରି ସାତ ମହଲାରୁ ଡେଇଁପଡିଲେ ବାପା । ଏକାସାଙ୍ଗରେ ଚାଲିଗଲା ୩ ଜଣଙ୍କ ଜୀବନ । ଆଜି ଦିଲ୍ଲୀର ଦ୍ୱାରକା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଅଭାବନୀୟ ଘଟଣା ଘଟିଛି ।

Odisha On Alert After Delhi Fire Mishap
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।   

Mundka Tragedy
ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ

ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।

27 Die In Massive Delhi Fire
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୨ ଗିରଫ

ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍‌ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।