ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍, କ୍ଲିନିକ, ସିନେମା ହଲ୍ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।
ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।