ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ୨୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବାରୁ ଏନେଇ National Monuments Authority(NMA) ଆପତ୍ତି ଜଣାଇଛନ୍ତି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।
ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୦୦ ମିଟର ପରିଧି ଭିତରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବିଲଡିଂ ପ୍ଲାନ୍ରେ ସଂଶୋଧନ ପାଇଁ NMA କହିସାରିଛି। ତେଣୁ ଆଇନ୍ ଅନୁସାରେ କାମ ହେଉ। ଶ୍ରୀମନ୍ଦିରର ସୁରକ୍ଷା ଆମର ପ୍ରାଥମିକତା।
So finally,the realisation of the mistake dawns! State Govt decides to rectify its error.
— Aparajita Sarangi, Member of Parliament (@AprajitaSarangi) May 13, 2022
Hope the AMASR Act,1958,would be gone through carefully & we expect that the State Govt would be careful while dealing with 80 ASI protected monuments in our State in future.@narendramodi pic.twitter.com/TdB5tiVSnW
Another one.
— Aparajita Sarangi, Member of Parliament (@AprajitaSarangi) May 14, 2022
Shree Jagannath Temple Administration has been asked by National Monuments Authority to revise its building plan; the office structure that would have come up within 200 mts.
Law has to be followed. The structural safety of our Jagannath Temple is our top priority. pic.twitter.com/oqgcasXhuL