• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 19 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ପିଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କାହିଁକି ବିରୋଧ ?

ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି । More
  • Satyendu Shekher Mishra
  • 2 years ago

ଭିଡିଓ ପୋଷ୍ଟ କରି ମନର ଦୁଃଖ ଓ ହତାଶା ଭାବକୁ ଜାହିର କଲେ କି ଅନୁଭବ !

ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା । More
  • Satyendu Shekher Mishra
  • 2 years ago

TATA POWERର ସାଂଘାତିକ ଧୋକାବାଜି ! ବିଲ୍‌ରେ କାରସାଦି କରି କୋଟି କୋଟି ଲୁଟ୍

ବିଲ୍‌ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି । More
  • Pramod Behera
  • 2 years ago

ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି। More
  • Prangyan Parimita
  • 2 years ago

ରାଜଧାନୀରେ ଆଉ ଏକ ମର୍ଡର ମିଷ୍ଟ୍ରି । ହତ୍ୟା ନା ଆତ୍ମହତ୍ୟା ?

ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ More
  • Satyendu Shekher Mishra
  • 2 years ago

ପର୍ଯ୍ୟଟନ ମନ୍ତ୍ରୀ ସଫା କଲେ ସ୍କୁଲ ଟଏଲେଟ୍

ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l More
  • Satyendu Shekher Mishra
  • 2 years ago

କଟକ ଚଣ୍ଡି ମନ୍ଦିର ପାଇଁ ୭୦ କୋଟି

ଚଣ୍ଡୀ ମନ୍ଦିର ସାମ୍ନା ରାସ୍ତା ଡାଇଭର୍ଟ କରାଯିବ । ଏହାସହ ମନ୍ଦିର ଚଟାଣ ଉଚ୍ଚ ହେବ । More
  • Satyendu Shekher Mishra
  • 2 years ago

ଚତୁର୍ଥୀ ରାତିରେ ନ୍ୟୁଡ୍‌ ଭିଡିଓ କଲ୍‌ ମାମଲା, ନନ୍ଦିନୀଙ୍କ ନାଁରେ ଲାଗିଲା ୪୨୦ ଦଫା

ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା । More
  • Satyendu Shekher Mishra
  • 2 years ago

ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି । More
  • Satyendu Shekher Mishra
  • 2 years ago

ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି । More
  • Satyendu Shekher Mishra
  • 2 years ago

ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ T-20 ମ୍ୟାଚ୍, BCCI ଦେଲା ଅନୁମତି

ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । More
  • Satyendu Shekher Mishra
  • 2 years ago

ଦୁଇ ଦିନ ପରେ, ୨ ସିଂହମୂର୍ତ୍ତିକୁ ASI କଲା ସ୍ଥାନାନ୍ତର

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି । More
  • Otv Khabar Bureau
  • 2 years ago

ଥାନା ଆଗରେ କିରୋସିନ୍‌ ଢ଼ାଳି ମହିଳାଙ୍କ ଆତ୍ମହୁତି ଉଦ୍ୟମ

ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କଲେ ମହିଳା। More
  • Rajalaxmi Sahoo
  • 2 years ago

‘ଭଲ ପାଇ ଭୁଲ୍‌ କଲି, ନ୍ୟାୟକୁ ଅପେକ୍ଷା କରିବାଠୁ ବରଂ ମୃତ୍ୟୁକୁ ଆପଣାଇ ନେବା; କିନ୍ତୁ ମୁଁ କେବେବି...’

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। More
  • Otv Khabar Bureau
  • 2 years ago

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ଼

ଭକ୍ତଙ୍କ ଗ୍ରହଣରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । More
  • Otv Khabar Bureau
  • 2 years ago

ହାଇକୋର୍ଟ ବେଞ୍ଚ ଗଠନକୁ ବାର୍‌ ଆସୋସିଏସନ୍‌ର ବିରୋଧ

ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । More
  • Rajalaxmi Sahoo
  • 2 years ago

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ସାଇକେଲ୍‌ ଚଢ଼ି ବାହା ହେବାକୁ ଗଲେ ବର

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍‌ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ। More
  • Otv Khabar Bureau
  • 2 years ago

ରାଗ ବ୍ରହ୍ମ ଚାଣ୍ତାଳ, ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ତ୍ରୀ

ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲେ । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ। More
  • Rajalaxmi Sahoo
  • 2 years ago

ରେକର୍ଡ ବୁକ୍‌ରେ ନିଜ ନାଁ ଲିପିବଦ୍ଧ କଲେ ଅଢ଼େଇ ବର୍ଷର ବିସ୍ମୟ ବାଳକ, ଅନର୍ଗଳ କହୁଛନ୍ତି ଇଂରାଜୀ ଶବ୍ଦର ବିପରୀତ ଶବ୍ଦ

ଯାହା ପଚାରିଲେ କୁନି ମୁହଁରୁ ଫଟାଫଟା ବାହରୁଛି ଉତ୍ତର। ଯେଉଁ ବୟସରେ ପିଲାଙ୍କ ପାଟି ଭଲ କରି ଖୋଲି ନଥାଏ, ସେହି ବୟସରେ ସେ ଅନର୍ଗଳ ଭାବେ ଇଂରାଜୀ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି ।  More
  • Rajalaxmi Sahoo
  • 2 years ago

ଅନ୍ଧାର ରାତିରେ ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଯୁବକଙ୍କ ମୃତଦେହ, ଘଟଣାସ୍ଥଳରୁ ବାଇକ୍‌ ଜବତ

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଏକ ବାଇକ୍‌ ମିଳିଛି। ହତ୍ୟା ପରେ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। More
  • Otv Khabar Bureau
  • 2 years ago

ରେଭେନ୍ସାରେ ଛାତ୍ର ଆନ୍ଦୋଳନ; ପଛପଟ ଫାଟକ ଖୋଲିବା ନେଇ ଆମରଣ ଅନଶନ

ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦରୁ ଆନ୍ଦୋଳନ । ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । More
  • Rajalaxmi Sahoo
  • 2 years ago

ASI ଅଧିକ୍ଷକଙ୍କ ବଡ଼ ଖୁଲାସା- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯେବେ ବି ଖନନ କଲେ ମିଳିବ ଏହିସବୁ ଜିନିଷ...

ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି। More
  • Otv Khabar Bureau
  • 2 years ago

ଓଡ଼ିଶା ନଦୀ ବଞ୍ଚାଅ ସମିତିର ମହାନଦୀ ଯାତ୍ରା

୩ ଦିନିଆ ଛତିଶଗଡ଼ ଗସ୍ତରେ ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ୧୩ ଜଣିଆ କମିଟି । ଗ୍ରାଉଣ୍ଡରେ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍‌ । More
  • Otv Khabar Bureau
  • 2 years ago

ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ନୂଆ ଲୁକ୍‌ ନେବ ବାରବାଟୀ

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ । More
  • Rajalaxmi Sahoo
  • 2 years ago

ଆଜି ଏହିସବୁ ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଶୁଭ ଫଳ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Satyendu Shekher Mishra
  • 2 years ago

କ’ଣ ଚାଲିଛି ଏଇଠି ! ବହାଘର ଚାଲିଥିବା ବେଳେ ହଠାତ୍ ହାତରୁ ଶଙ୍ଖା-ଚୁଡ଼ି-ମୁଦି ସବୁ ଖୋଲିଦେଲା କନ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି । More
  • Satyendu Shekher Mishra
  • 2 years ago

୩୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଭୁବନେଶ୍ୱରରେ ହେବ ବ୍ୟାରେଜ୍ ନିର୍ମାଣ

ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ । More
  • Otv Khabar Bureau
  • 2 years ago

ଭଙ୍ଗା ସିଂହ ମୂର୍ତ୍ତି ସେମିତି ପଡ଼ିଥିବ ନା ସଂରକ୍ଷଣ ପାଇଁ ASI ହେପାଜତକୁ ନେବ?

ପୁରୀ ଏମାର୍‌ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍‌ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ । More
  • Otv Khabar Bureau
  • 2 years ago

ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାକୁ ମେଣ୍ଟେନାନ୍ସ କାମ କରାଯାଉଛି: ଟାଟା ପାୱାର

ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି । More
  • Otv Khabar Bureau
  • 2 years ago

ବିରୋଧିଙ୍କ ଟାର୍ଗେଟ୍‌ 'ଭୋଟ ପାଇଁ ବିଜେଡି କରୁଛି ମନ୍ଦିର ରାଜନୀତି'

ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । More