SCB Medical College
ଓକିଲଙ୍କୁ ଆକ୍ରମଣ ଅଭିଯୋଗରେ କଟକ ଏସସିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଳକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ମଙ୍ଗଳାବାଗ ପୋଲିସ । ଅକ୍ଟୋବର ୨୧ରେ ଆଇନଜୀବୀ ସପନ କୁମାର ପାଲଙ୍କୁ ସଂଘବଦ୍ଧ ଆକ୍ରମଣର ଅଭିଯୋଗ ହୋଇଥିଲା । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଆଇନଜୀବୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ୭ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ନେଇ ହାଇକୋର୍ଟଙ୍କୁ ଜଣାଇଛି ମଙ୍ଗଳବାଗ ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)