• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Servitors

Srimandir Corridor Project
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍।

Srimandir corridor project row
କାହା ସ୍ୱାର୍ଥରେ ସେବାୟତ, ତାଙ୍କୁ ବି କଣ ଐତିହ୍ୟ ନଷ୍ଟ ବାଧୁନି

ଶ୍ରୀମନ୍ଦିର ଐତିହ୍ୟ କରିଡର ଶୀଘ୍ର ସାରିବାକୁ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ୍ । ASI ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଆବେଦନ କରାଗଲା । ରିଟ୍ ପିଟିସନ୍ ଦାଖଲ କରିଛନ୍ତି ଖୋଦ୍ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ ।

Servitors
ଶ୍ରଦ୍ଧାଳୁଙ୍କଠୁ ଦକ୍ଷିଣା ନ ନେବା ପାଇଁ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ କଲେକ୍ଟର୍‌

ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍‌କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...

Srimandir corridor project row
ଘନଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: କାମ ଶୀଘ୍ର ସାରିବାକୁ ହାଇକୋର୍ଟରେ ବରିଷ୍ଠ ସେବାୟତଙ୍କ ରିଟ୍‌ ପିଟିସନ୍‌ ଦାଖଲ

ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା ।