• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 24 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥୀବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। More
  • Pramod Behera
  • 2 years ago

ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ। More
  • Satyendu Shekher Mishra
  • 2 years ago

ମୃତ୍ୟୁ ପୂର୍ବରୁ ପତ୍ନୀ-ଝିଅଙ୍କୁ କରିଥିଲେ ଶେଷ ମେସେଜ୍

ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । More
  • Pramod Behera
  • 2 years ago

ସଂଳାପର କିଙ୍ଗ୍‌ ରାଇମୋହନ ପରିଡା; ‘ହେଇ ଅନାନି’ ଠାରୁ ‘କାବୁଲି… କାବୁଲି…’

‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା। More
  • Satyendu Shekher Mishra
  • 2 years ago

‘ଆତ୍ମହତ୍ୟା ପୂର୍ବରୁ ୩୦ ହଜାର ଟଙ୍କା ନେଇଥିଲେ ରାଇମୋହନ’

ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ । More
  • Rajalaxmi Sahoo
  • 2 years ago

‘କାଲି ସାଙ୍ଗଙ୍କୁ ପୁରୀ ପ୍ରସାଦ, ଚା’ ଦେଇଥିଲେ...ଆଜି ଚାଲିଗଲେ’

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍‌ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’ More
  • Satyendu Shekher Mishra
  • 2 years ago

‘ମୋତେ ଦାଦା କହୁଥିଲେ ଆମ ସମୟ ସରିଆସିଲାଣି, ଆଉ ଭଲ ଲାଗୁନି’

ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ? More
  • Prangyan Parimita
  • 2 years ago

‘ସେ ସେମିତିକା ପିଲା ନୁହେଁ’ : ରାଇମୋହନଙ୍କ ମୃତ୍ୟୁ ଖବରକୁ ଶୁଣି କାନ୍ଦିଲେ ଅଭିନେତା ଅଶ୍ରୁମୋଚନ

ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି । More
  • Prangyan Parimita
  • 2 years ago

ନିରବିଗଲେ ରାୟମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌

ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌ More
  • Rajalaxmi Sahoo
  • 2 years ago

କ’ଣ ଥିଲା ରାଇମୋହନଙ୍କ ସହ ସିଦ୍ଧାନ୍ତଙ୍କ ଶେଷ କଥା ?

ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି। More
  • Satyendu Shekher Mishra
  • 2 years ago

ପୁରା ଓଲିଉଡ୍ ସ୍ତବ୍ଧ ! ପାଖାପାଖି ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ

ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା । More
  • Otv Khabar Bureau
  • 2 years ago

ରଶ୍ମିରେଖା ଆତ୍ମହତ୍ୟା ମାମଲା; ରାଜାଙ୍କ ପରେ ଆଜି ବୟଫ୍ରେଣ୍ତ ସନ୍ତୋଷଙ୍କୁ ଜେରା

ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ତ ସନ୍ତୋଷ ପାତ୍ରଙ୍କୁ ଥାନାରେ ଜେରା । More
  • Otv Khabar Bureau
  • 2 years ago

ଅଟୋ ଡ୍ରାଇଭର୍‌ରୁ ସଫଳ ଛତୁ ଚାଷୀ, ମାସକୁ ରୋଜଗାର ୪୦ ହଜାର..

ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା.. More
  • Satyendu Shekher Mishra
  • 2 years ago

ରାସ୍ତାକଡ଼ ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ସହାୟତା

ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । More
  • Rajalaxmi Sahoo
  • 2 years ago

ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ !

୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। More
  • Satyendu Shekher Mishra
  • 2 years ago

ଆଉ ଜଣେ ଓଡ଼ିଶା ଜନ୍ମିତ ରାଷ୍ଟ୍ରପତି, ଏବେ ବି ତାଙ୍କ ନାଁରେ ଚାଲିଛି ସ୍କୁଲ-ମାର୍କେଟ୍

୧୯୮୦ରୁ ତାଙ୍କର ଦେହବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ ।  ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି । More
  • Otv Khabar Bureau
  • 2 years ago

ଭାରତୀୟ ମହିଳା ହକି ଦଳରେ ପୁଣି ଚମକିଲେ ଓଡ଼ିଆ ଝିଅ

ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପଅଧିନାୟକ ଭାବେ ଚୟନ କରାଯାଇଛି । More
  • Rajalaxmi Sahoo
  • 2 years ago

ପୁଅକୁ ହତ୍ୟା କଲେ, ଶେଷରେ ବେକରେ ଦଉଡ଼ି ଦେଇ ନିଜେ ଝୁଲି ପଡ଼ିଲେ

ନିଜ ପୁଅକୁ ନିଜ ହାତରେ ହତ୍ୟା କଲା ବାପା। ଶେଷରେ ପଶ୍ଚାତାପ କରି ନିଜେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ପୁଅ ଅନ୍ୟ ଜାତିରେ ବିବାହ କରିବାରୁ ଘରେ ବିବାଦ ଲାଗି ରହିଥିଲା। More
  • Otv Khabar Bureau
  • 2 years ago

Daily Horoscope 24th June 2022: ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ..

ସୈାର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ତିଥି –୧୩ ଶୀ ରାତ୍ରି ୦୩/୨୬ ଗତେ ୧୪ ଶୀ, ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର-  ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି ଓ ତିଳକାଞନ ଦାନ  ଗତେ ୦୧/୦୬ , ୧ ପାଦ କୃଷିହାନି- ଭୂମିଦାନ More
  • Otv Khabar Bureau
  • 2 years ago

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ

ଦ୍ରୌପଦୀଙ୍କୁ ୱାଇଏସ୍‌ଆର୍ କଂଗ୍ରେସର ସମର୍ଥନ ଘୋଷଣା । ଆଜି ନାମାଙ୍କନ ଭରିବେ ଦ୍ରୌପଦୀ । ଉପସ୍ଥିତ ରହିବେ ରାଜ୍ୟ ବିଜେପିର ୧୦ ବିଧାୟକ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ବି ଉପସ୍ଥିତ ରହିବେ । More
  • Satyendu Shekher Mishra
  • 2 years ago

ନ୍ୟାୟ ନପାଇ ଥାନା ଆଗରେ ଆତ୍ମାହୁତି ! ମୋ ସରକାର ଢୋଲପିଟା ଭିତରେ କାହିଁକି ବଢୁଛି ଏଭଳି ଘଟଣା ?

ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ? More
  • Pramod Behera
  • 2 years ago

ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ। More
  • Satyendu Shekher Mishra
  • 2 years ago

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଶ୍ରେୟ ପଲିଟିକ୍ସ ! NDA ପ୍ରାର୍ଥୀ ଘୋଷଣା ମାତ୍ରେ ବିଜେଡି ସମର୍ଥନକୁ ନେଇ ଚର୍ଚ୍ଚା

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।  More
  • Pramod Behera
  • 2 years ago

ରଶ୍ମିରେଖାଙ୍କ ସହ ସମ୍ପର୍କ ଛିନ୍ନ ପରେ ତାଙ୍କୁ ଫୋନ୍ କରୁଥିଲେ କି ରାଜା?

ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ। More
  • Satyendu Shekher Mishra
  • 2 years ago

ପୋଖରୀ ଭିତରେ ଫଶିଥିବା ହାତୀକୁ ବି ହୋଇଥିଲା ଗୁଳିମାଡ଼, DFO କଲେ ଖୁଲାସା

ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି । More