• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 25 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍‌ମେଟ୍‌ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ... More
  • Otv Khabar Bureau
  • 2 years ago

ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ

ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଥିବା ସୂଚନା... More
  • Prangyan Parimita
  • 2 years ago

ରାଇମୋହନଙ୍କ ଆତ୍ମହତ୍ୟା ପଛର କାରଣ କଣ? ତଦନ୍ତ ପାଇଁ ଘରେ ପହଞ୍ଚିଲା କମିଶନରେଟ ପୋଲିସ

ରାଇମୋହନଙ୍କ ଘରେ କମିଶନରେଟ ପୋଲିସ , ଗତକାଲି ଆତ୍ମହତ୍ୟା କରିଥିଲେ ରାଇମୋହନ More
  • Otv Khabar Bureau
  • 2 years ago

ସଂପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀଜିଉ; ଖବର ଦେବାକୁ ଯାଉଛନ୍ତି ଦଇତାପତି ସେବାୟତ

ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ। More
  • Prangyan Parimita
  • 2 years ago

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମାଆ-ଝିଅ

ଅଚାନକ୍‌ ଫାଟିଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ହୁତୁ ହୁତୁ ନିଆଁ ଜଳିଲା । More
  • Prangyan Parimita
  • 2 years ago

ଦୁଇ ନକଲି ମାଓବାଦୀଙ୍କୁ କାବୁ କଲା ପୋଲିସ୍‌ : ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ

ଭୟଭୀତ କରାଇ ଲୋକଙ୍କୁ ଲୁଟୁଥିଲେ ନକଲି ମାଓବାଦୀ, ଗିରଫ କଲା ପୋଲିସ୍ । More
  • Prangyan Parimita
  • 2 years ago

କିଏ ଗାୟବ କରୁଛି ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟା ଙ୍କ ଭତ୍ତା ? ସରକାରୀ କାଗଜରେ ଟଙ୍କା ଉଠୁଛି, ହେଲେ ତାଙ୍କୁ ମିଳୁନି

୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି । More
  • Otv Khabar Bureau
  • 2 years ago

ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତଳ ମୂର୍ତ୍ତି

କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି । More
  • Prangyan Parimita
  • 2 years ago

ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ, ହେଲେ ହଠାତ୍‌ ଏପରି ନିଷ୍ପତ୍ତି କାହିଁକି ?

ଭୁବନେଶ୍ୱରସ୍ଥିତ ଆମ୍ଫୋଇ ସଂସ୍ଥା ସହାୟତାରେ ବିବାହ କରିଥିଲେ ରାଇମୋହନ । More
  • Otv Khabar Bureau
  • 2 years ago

ନାତି ପାଇଁ ଆଈ ହାତରେ ଭିକ୍ଷାଥାଳ : କାନ୍ଦି କାନ୍ଦି କହୁଛି, ମୋ ନାତିକୁ ବଞ୍ଚାଇ ଦିଅ..

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି । More
  • Prangyan Parimita
  • 2 years ago

ହେଲ୍‌ମେଟ ପାଇଁ ହଜାରେ ଟଙ୍କା ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ

ବିନା ହେଲମେଟରେ ବାଇକରେ ଉଭୟ ଯାଉଥିବାରୁ ଜରିମାନା More
  • Prangyan Parimita
  • 2 years ago

ପଣିକିଆ କହି ପାରିଲେନି ପିଲା : ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ଶିକ୍ଷାମନ୍ତ୍ରୀ

ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ More
  • Otv Khabar Bureau
  • 2 years ago

ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ। More
  • Satyendu Shekher Mishra
  • 2 years ago

ଷ୍ଟେସନରୁ ନିଖୋଜ ସ୍ୱିଟିର ମିଳିଲା ସନ୍ଧାନ ! ବୟଫ୍ରେଣ୍ଡ ସହ ଫେରାର ସୂଚନା

ଇଞ୍ଜିନିୟରିଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିବା ସହ ତାଙ୍କ ମୋବାଇଲ କୋଲକାତା ଚିତପୁରରେ ଥିବା ଦେଖାଉଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସର ସହାୟତା ନେଇଛି ଜିଆରପି । More
  • Prangyan Parimita
  • 2 years ago

ଦୃଢ଼ ମନୋବଳ ଆଗରେ ହାର ମାନିଛି ପ୍ରତିକୂଳ ପରିସ୍ଥିତି : ବୁଲି ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା

ସରକାରୀ ଯୋଜନା ବାବୁଲାଙ୍କ ପାଇଁ ସାତ ସପନ । More
  • Otv Khabar Bureau
  • 2 years ago

ରାଉରକେଲାର କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର, AK-47 ଜବତ!

ରାଉଲକେଲା ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ । More
  • Prangyan Parimita
  • 2 years ago

ଜୁଲାଇରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି ।  More
  • Satyendu Shekher Mishra
  • 2 years ago

ହସ୍‌ପିଟାଲରୁ ବାହାରିଲା ମୃତ୍ୟୁଞ୍ଜୟୀ ବାଳକ ରାହୁଲ, ଗିଫ୍ଟ ପାଇ ଭାରି ଖୁସି

ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ । More
  • Satyendu Shekher Mishra
  • 2 years ago

ଦ୍ରୌପଦୀଙ୍କୁ ମାୟାବତୀଙ୍କ ସମର୍ଥନ ଘୋଷଣା, ଦଳ ନୁହେଁ ଆଭିମୁଖ୍ୟକୁ କଲେ ପ୍ରଶଂସା

ମାୟାବତୀ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ । More
  • Otv Khabar Bureau
  • 2 years ago

ଗୋଡ଼ ବୁଲେଇବାକୁ ଜାଗା ନାହିଁ, ଗୋଟିଏ ଘରେ ରୋଷେଇ ସାଙ୍ଗକୁ ପାଠପଢ଼ା

ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର । More
  • Satyendu Shekher Mishra
  • 2 years ago

ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ । More
  • Satyendu Shekher Mishra
  • 2 years ago

ଲଗେଜ୍‌ ସ୍କାନିଂ ବେଳେ ବିଡ଼ା ବିଡ଼ା ଟଙ୍କା

ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ।  ଜଣେ ଆହତ; ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । More
  • Otv Khabar Bureau
  • 2 years ago

Daily Horoscope 25th June 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର..

ସୈାର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ତିଥି – ୧୨ ଶୀ ରାତ୍ରି ୦୧/୧୦ ଗତେ ୧୩ଶୀ, ଚନ୍ଦ୍ର   – ମେଷ ସନ୍ଧ୍ୟା ୦୫/୦୨ ଗତେ ବୃଷ, ଘାତ ଚନ୍ଦ୍ର-  ମେଷ ରାଶିର, ସନ୍ଧ୍ୟା  ୦୫/୦୨ ଗତେ ବିଛା ରାଶିର, ଘାତ ବାର – ବୃଷ, ସିଂହ ଓ କନ୍ୟା  ରାଶିର More
  • Satyendu Shekher Mishra
  • 2 years ago

ନ୍ୟାୟ ପାଇଁ ଥାନା ସାମ୍ନାରେ ଆତ୍ମାହୂତି ଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

କିଶନନଗର ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । More
  • Chandan Shishu
  • 2 years ago

ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। More
  • Pramod Behera
  • 2 years ago

ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ। More
  • Satyendu Shekher Mishra
  • 2 years ago

ମୃତ୍ୟୁ ପୂର୍ବରୁ ପତ୍ନୀ-ଝିଅଙ୍କୁ କରିଥିଲେ ଶେଷ ମେସେଜ୍

ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । More
  • Pramod Behera
  • 2 years ago

ସଂଳାପର କିଙ୍ଗ୍‌ ରାଇମୋହନ ପରିଡା; ‘ହେଇ ଅନାନି’ ଠାରୁ ‘କାବୁଲି… କାବୁଲି…’

‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା। More
  • Satyendu Shekher Mishra
  • 2 years ago

‘ଆତ୍ମହତ୍ୟା ପୂର୍ବରୁ ୩୦ ହଜାର ଟଙ୍କା ନେଇଥିଲେ ରାଇମୋହନ’

ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ । More