• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ କଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ତିଥି – ୧୧ ଶୀ ରାତ୍ରି ୧୧/୧୨ ଗତେ ୧୨ଶୀ, ଚନ୍ଦ୍ର   – ମେଷ ଅହୋରତ୍ର, ଘାତ ଚନ୍ଦ୍ର-  ମେଷ ରାଶିର ଅହୋରତ୍ର, ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ- 
ପ୍ରାତଃ ୦୬/୦୫ ରୁ ୦୬/୫୮ 
ଦିବା ୧୨/୧୫ ରୁ ୦୨/୫୩

ସନ୍ଧ୍ୟା  ୦୬/୨୫ ରୁ ୦୮/୩୪
ରାତ୍ରି  ୧୨/୫୪ ରୁ ୦୧/୦୩
ରାତ୍ରି ୦୩/୪୬ ରୁ ୦୫/୧୩

ଅଶୁଭ ସମୟ
ରାହୁକାଳ-  ଦିବା ୧୦/୧୦ ରୁ ୧୧/୪୯ 
କାଳବେଳା-  ଦିବା ୧୦/୧୦ ରୁ ୧୧/୪୯
ବାରବେଳା – ଦିବା ୦୯/୦୭ ରୁ ୧୦/୧୦
କାଳରାତ୍ରି-  ରାତ୍ରି ୦୩/୪୬ ରୁ ୧୦/୨୮
 

ଆଜିର ରାଶିଫଳ-

ମେଷ:-
ଅଶ୍ୱନୀ – ଉନ୍ନତି ପାଇଁ ନୂଆ ଅବସର ପାଇବେ ।
ଦ୍ୱିଜା – ଯାତ୍ରାରେ ଯାଆନ୍ତୁ ଧନଲାଭ ହେବ ।
କୃତିକା – ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ । 
ପ୍ରତିକାର -  ଗୋଟେ ମାଟି କଳସରେ ମହୁ ରଖି ଜଳରେ ଭସାଇ ଦିଅନ୍ତୁ ।

ବୃଷ:-
କୃତିକା  - ଅଧିକ ମନ୍ତବ୍ୟ ଦିଅନ୍ତୁ ନାହିଁ।
ରୋହିଣୀ – ବିବାହିତ ସମ୍ବନ୍ଧୀୟ କଥାବାର୍ତା ବେଳେ ସଂଯମ ରଖନ୍ତୁ।
ମୃଗଶିରା – ଇଚ୍ଛା ଶକ୍ତି କିଛି ମାତ୍ରାରେ ଅସି୍ଥର ରହିପାରେ।
ପ୍ରତିକାର –ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ ।

ମିଥୁନ
ମୃଗଶିରା  - ବାହନ କିଣିବାରେ ଆଗ୍ରହ ବଢିପାରେ।
ଆଦ୍ରା -  ଅଫିସରେ ଲାଗିରହିଥିବା ଅବ୍ୟବସ୍ଥା ସମାଧାନ ହୋଇଯିବ।
ପୁନର୍ବସୁ -  ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି।
ପ୍ରତିକାର – -ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ।
କର୍କଟ:-
ପୁନର୍ବସୁ -  ଘର ସଫାସୁତରା ରଖନ୍ତୁ ସୁଖ ସମୃଦ୍ଧି ହେବ।
ପୁଷ୍ୟା –  ବିରୋଧୀ କ୍ଷତି କରିବାକୁ ଅସଫଳ ହେବେ।
ଅଶ୍ଳେଷା – କିଛି ବିଶେଷ କାର୍ଯ୍ୟ ଅତି ଶିଘ୍ର ପୂରଣ ହେବ।
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ।

ସିଂହ:-
ମଘା – ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ ।
ପୂ , ଫାଲଗୁନୀ – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ।
ଉ ,ଫାଲଗୁନୀ – ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ।
ପ୍ରତିକାର – କିଛି ଗୁଡ ନେଇ ବିଷ୍ଣୁ ମନ୍ଦିର ରେ ଦାନ କରନ୍ତୁ।
 

କନ୍ୟା:-
ଉ , ଫାଲଗୁନୀ -  ଲାଗି ରହିଥିବା ଚିନ୍ତା  ସମାପ୍ତି ହେବ ।
ହସ୍ତା -  ବ୍ୟବସାୟରେ କିଛି ପରିବର୍ତନ ଆଣିବେ।
ଚିତ୍ରା – ଜୀବନରେ ନୂଆ ସଂକେତ ମିଳିପାରେ।
ପ୍ରତିକାର -  ଅରଖ ଗଛର ୫ଟି ପତ୍ରକୁ କ୍ଷୀରରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ।  
 

ତୁଳା:-
ଚିତ୍ରା – ପରିବାରରେ ଅଧିକ  ଲୋକ ଖୁସିରେ ରହିବେ।
ସ୍ୱାତୀ – ଜରୁରୀ କାମରେ ସଫଳତା ପାଇବେ।
ବିଶାଖା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ।
ପ୍ରତିକାର – ମା କମଳା ମନ୍ତ୍ର ପାଠ କରନ୍ତୁ ।

ବିଛା:-
ବିଶାଖା –  ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ।
ଅନୁରାଧା – ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । 
ଜ୍ୟେଷ୍ଠା  – ଅଫିସ କାମରେ ବାଧା ଆସିପାରେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ  କରନ୍ତୁ।
 

ଧନୁ:-
ମୂଳା – ଚାକିରିଆ ମାନଙ୍କୁ ସହରକୁ ଯିବାକୁ ପଡିପାରେ।
ପୂ , ଷାଢା –  ପାଖ ଲୋକ ଆର୍ଥିକ ସହାୟତା ମାଗିବେ।
ଉ , ଷାଢା – ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ।

ମକର:-
ଉ , ଷାଢା -  ସକାରତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ।
ଶ୍ରବଣା – ଜୀବନସାଥିଙ୍କୁ ଭଲ ବ୍ୟଞ୍ଜନ ଖାଇବାକୁ ଦେବେ।
ଧନିଷ୍ଠା – ସମାଜରେ ଯଶ ଖ୍ୟାତି ବଢିବ।
ପ୍ରତିକାର – ହଳଦିଆ ପୋଷାକ ଧାରଣ କରନ୍ତୁ ।

କୁମ୍ଭ:-
ଧନିଷ୍ଠା – ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ ।  
ଶତଭିଷା – ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ ।
ପୂ , ଭାଦ୍ରପଦ  – କଳାକାର ପାଇଁ ଦିନଟି ଶୁଭ ରହିବ ।
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମୀନ:-
ପୂ , ଭାଦ୍ରପଦ - ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ ।
ଉ , ଭଦ୍ରପଦ - ଏଭଳି ଲୋକଙ୍କ ସହିତ ଭେଟିବେ ,ଯାହା ଦ୍ୱାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ ।
ରେବତୀ – ବ୍ୟବସାୟରେ ନୂଆ ଚୁକ୍ତି କରିବେ ।
ପ୍ରତିକାର – ଶ୍ରୀ ବାମନଙ୍କ ଫଟକୁ ପୂଜା କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)