ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ ।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ’ ।
ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାକୁ ବିଜେଡିରୁ କାହିଁକି ବାହାର କରି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି।
ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ସୌମ୍ୟ ପଚାରିଥିଲେ। ସରକାରୀ ଅଧିକାରୀମାନେ ଭୁଲ୍ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ।
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ବେଳେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲି ସିଧାସଳଖ ଆକ୍ରମଣ କରନ୍ତି । ପୁଣି କେତେବେଳେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତର ନଦେଇ ପାଲଟା ପ୍ରଶ୍ନ ପଚାରି ପ୍ରସଙ୍ଗରୁ ଏଡାଇ ଯିବାକୁ ଚାହାନ୍ତି ।