Advertisment

ପହଣ୍ଡି ବେଳେ ଖସି ପଡ଼ିଲେ ସେବାୟତଙ୍କ ସହ ଦିଅଁ

ରଥ ଉପରକୁ ପହଣ୍ଡି ବେଳେ ଚାରମାଳଟି କୌଣସି କାରଣରୁ ଖସି ଯିବାରୁ ସେବାୟତଙ୍କ ସହ ଦିଅଁ ପଡ଼ି ଯାଇଥିଲେ। ବଲାଙ୍ଗିର ଜିଲ୍ଲାରେ ରଥଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
Deity Falls Down Chariot During Ratha Yatra In odishas Bolangir

Deity Falls Down Chariot During Ratha Yatra In odishas Bolangir

ପହଣ୍ଡି ବେଳେ ଖସି ପଡ଼ିଲେ ସେବାୟତଙ୍କ ସହ ଦିଅଁ। ରଥ ଉପରକୁ ପହଣ୍ଡି ବେଳେ ଚାରମାଳଟି କୌଣସି କାରଣରୁ ଖସି ଯିବାରୁ ସେବାୟତଙ୍କ ସହ ଦିଅଁ ପଡ଼ି ଯାଇଥିଲେ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଜରାସିଂହାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

Advertisment

ରଥଯାତ୍ରା ଦିନ ପହଣ୍ଡି ବିଜେ ବେଳେ ଏପରି ଅଘଟଣ ଘଟିଛି। ଘଟଣା କିପରି ଘଟିଲା ସେ ସମ୍ପର୍କରେ ଜଣା ପଡ଼ିନି। କିନ୍ତୁ ଏଭଳି ଖସି ପଡ଼ିବା ଯୋଗୁ କିଛି ସେବାୟତ ଆହତ ହୋଇଛନ୍ତି। ଘଟଣା ପରେ ପୁଣି ଥରେ ଚାରମାଳକୁ ସଜାଡ଼ିବା ପରେ ପହଣ୍ଡି ହୋଇଥିଲା। ସେହି ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। 

Advertisment

Ratha Jatra Ratha Yatra
Advertisment
Advertisment