Advertisment

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ରାଜ୍ୟରେ ୩ ଦିନ ହେଲା ୧୧ ଶହ ଉପରେ କରୋନା ଦୈନିକ ସଂକ୍ରମଣ...

author-image
Otv Khabar Bureau
804 new COVID19 positive cases detected in Odisha in last 24 hours

COVID19

ରାଜ୍ୟରେ କରୋନା ସଂକ୍ରମଣରେ ୧୧ ଶହ ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ ଶହ ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୯୦ ଏବଂ ଲୋକାଲ କେସ୍ ୪୮୮ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୪୬ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୨୫୨, କଟକରୁ ୧୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪ ହଜାର ୩୬୯କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୭ ହଜାର ୨୪୫ ଥିବା ବେଳେ ଏଯାଏଁ କରୋନାରୁ ୧୨ ଲକ୍ଷ ୮୭ ହଜାର ୯୪୧ ଆକ୍ରାନ୍ତ ସୁସ୍ଥ ହେଲେଣି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୮, ବରଗଡ଼ରୁ ୯ , ଭଦ୍ରକରୁ ୩୧, ବଲାଙ୍ଗିରରୁ ୧୧,ବୌଦ୍ଧରୁ ୧୯, କଟକରୁ ୧୦୪, ଦେବଗଡ଼ରୁ ୧୦, ଢ଼େଙ୍କାନାଳରୁ ୧, ଗଜପତିରୁ ୪,ଗଞ୍ଜାମରୁ ୧, ଜଗତସିଂହପୁରରୁ ୮, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୨, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୧୨, କୋରାପୁଟ୍‌ରୁ ୧୩, ମୟୂରଭଂଜରୁ ୯୭, ନବରଙ୍ଗପୁରରୁ ୯, ନୟାଗଡରୁ ୩୦, ନୂଆପଡ଼ାରୁ ୧୩, ପୁରୀରୁ ୨୦, ରାୟଗଡ଼ା ୨୩, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୮, ସୁନ୍ଦରଗଡରୁ ୧୯୪, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

Odisha News COVID-19
Advertisment
Advertisment