ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି।
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ପରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍କୁ ପୂର୍ବତଟ ରେଳ ବିଭାଗ ବାତିଲ୍ କରିଛି।
ୟୁରୋପୀୟ ଦେଶଗୁଡ଼ିକ ଇନ୍ଧନ (ପେଟ୍ରୋଲିୟମ୍)କୁ ନେଇ ଆଜି ବି ବେପରୁଆ। ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ନିଜ ମନଇଚ୍ଛା ଇନ୍ଧନର ଅପବ୍ୟବହାର କରୁଛନ୍ତି। ଇନ୍ଧନର ମୂଲ୍ୟ ଯେତେ ଅଧିକ ହେଲେ ମଧ୍ୟ ସେମାନଙ୍କ ଉପରେ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ, କିନ୍ତୁ ସେମାନଙ୍କ ଏ ପ୍ରକାର ଖାମଖିଆଲି ମନୋଭାବ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁନି କି?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପ୍ରାୟ ୧୦ଟି ଟ୍ରେନ୍ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି।
ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ବାପାଙ୍କ ସଂଗୀନ ଅଭିଯୋଗ । ବାହାଘର ପାଇଁ ପୁଅଘର ଲୋକେ ମାଗୁଥିଲେ ୩୦ ଲକ୍ଷ । ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଲେ ଶ୍ୱେତାଙ୍କ ପରିବାର ।
ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।
ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଚାକିରି କରାଇଦେବା ବାହାନାରେ ଶାରିରୀକ ସମ୍ପର୍କ ରଖୁଥିଲା ।
ଶ୍ୱେତାଙ୍କ ବୟଫ୍ରେଣ୍ଡ୍ ବିରୋଧରେ ପରିବାର ଲୋକଙ୍କ ସଙ୍ଗୀନ୍ ଅଭିଯୋଗ ।
ଭାଇକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ଭାଙ୍ଗିଲେ ଦେଢ଼ ଶହରୁ ଅଧିକ ମିଲିସିଆ ।
ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା । ସେହି ଗାଁରେ ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି ।
ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ମହିଳା ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି।
ଦିଲ୍ଲୀର ବହୁ ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲା ପାକିସ୍ତାନୀ ଗୁପ୍ତଚର ।
ପଡ଼ୋଶୀଙ୍କ ଦ୍ୱାରା ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।
ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ।
ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।
ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍ ଗ୍ଳାସ୍କୁ ବାହାର କରାଯାଇଛି। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ।