• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Declined Admission

Protest
ପାଠ ପଢ଼ିବେ କଣ, ସ୍କୁଲ ଆଗରେ ବିକୁଛନ୍ତି ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ୍, ହେଲେ କାହିଁକି ?

ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ।