• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Kendrapada Sarapancha
ଅଫିସ୍‌ରେ ସରପଂଚ...ବାହାରେ ଦିନ ମଜୁରିଆ

ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।

The dead people photos in house creat many problem
Vastu Tips: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।

Cow
ଦୃଦୟ ବିଦାରକ ଭିଡିଓ...ବାଛୁରୀର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାଟିଲା ଗାଈ

ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି

Man Carries Dead Wife's Body For 33 km
ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।

Fog Alert In These Districts Of Odisha
ଏହିସବୁ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ! ଗାଡ଼ି ଚଲାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ

ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 09 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 09 February 2023
Bana Sir
ଅବସରର ୨୪ ବର୍ଷ ପରେ...ସ୍କୁଲ ଯାଉଛନ୍ତି, ମାଗଣାରେ ପାଠ ପଢାଉଛନ୍ତି

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍‌ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି

  • Wednesday, 08 February 2023
  • Teacher
BJP leader Pradip Purohit's exclusive statement
ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ସାମାନ୍ୟ ଝଟ୍‌କାରେ ସହର ଧୂଳିସାତ୍ ହେବା ଆଶଙ୍କା

Cyber Loot
Naukri.Comରେ ଚାକିରି ଖୋଜୁଥିଲେ ! ସାଇବର ଠକେଇର ଶିକାର ହେଲେ...

ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

Joranda mela
ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

Woman tied, beaten up in public for meeting 'boy' friend in Odisha's Bhubaneswar
ବୟଫ୍ରେଣ୍ଡ୍‌ ପାଖକୁ ଆସିଥିଲେ, ସର୍ବସମ୍ମୁଖରେ ମାଡ଼ ଖାଇ ଫେରିଲେ...

ବୟଫ୍ରେଣ୍ଡ୍‌କୁ ଦେଖା କରିବାକୁ ଆସିଥିଲେ, ହେଲେ ଦେଖା କ’ଣ କରିବେ ଓଲଟା ମାଡ଼ ଖାଇ ଫେରିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଅଟକ ରଖି ତାଙ୍କୁ ବାନ୍ଧିକି ସର୍ବସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Deogarh Monkey
ବିଷମ ସ୍ଥିତି...ଘର ଭିତରେ ରହୁଛନ୍ତି ମାଙ୍କଡ଼, ବାହାରେ ମଣିଷ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।

  • Wednesday, 08 February 2023
  • Monkey
BJD
ବିଜେଡି ସଭାରେ ଉଡ଼ିଲା ଖଲିପତ୍ର...ଡାଲିହାଣ୍ଡିରେ ମୁହଁ ମାରିଲା ଷଣ୍ଢ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।

Today Panchang
Today Panchang 8th Feb 2023: ଏହି ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ...

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ, ବୁଧବାର ଚନ୍ଦ୍ର – ସିଂହ ରାତ୍ରି ୦୨.୪୮ ଗତେ କନ୍ୟା ତିଥି – ୩ୟା ଅହୋରାତ୍ର ଘାତ ଚନ୍ଦ୍ର – କର୍କଟ ଓ ମକର ରାତ୍ରି ୦୨.୪୮ ଗତେ ବୃଷ ଘାତ ବାର- କର୍କଟ ପୁଷ୍କର ଦୋଷ – ରାତ୍ରି ୦୮.୧୪ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।

Cuttack-Paradip-Chandbali road turns death trap
ସତର୍କ ! ଏଇ ବାଟେ ଗଲେ ଭିଡ଼ି ନିଅନ୍ତି ଯମ, ପ୍ରତିଦିନ ରାଜରାସ୍ତାରେ ଗଡ଼ୁଛି ମୁଣ୍ଡ...

ଯାନବାହାନ ଚଳାଚଳ ପାଇଁ କେତେ ଯେ ନିୟମ ସୃଷ୍ଟି ହେଉଛି, କିନ୍ତୁ ଥମୁନି ସଡ଼କ ଦୁର୍ଘଟଣାର ସଂଖ୍ୟା। କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ବଢି ଚାଲିଥିବାବେଳେ ଆଞ୍ଚଳିକ ପରିବହନ ବିଭାଗ ନିଦରେ ଶୋଇଥିବା ଅଭିଯୋଗ ହୋଇଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 08 February 2023
Mining operations begin in Odisha’s Gop
ପୁରୀ ଗୋପରେ ବଢୁଛି ଖଣିଜ ତୈଳ ଉତ୍ତୋଳନ ଉତ୍କଣ୍ଠା

ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

  • Tuesday, 07 February 2023
 Padmini Majhi
୩୦ ବର୍ଷ ଧରି ବିଶାଳ ଜଙ୍ଗଲକୁ ଜଗିଛନ୍ତି ପଦ୍ମିନୀ

ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।

 BJP accuses investing officer
ଅରୁଣ ବ୍ରୋଥା ଜଣେ ପ୍ରମାଣ ନଷ୍ଟକାରୀ ଅଧିକାରୀ: ବିଜେପି

ଗୋପାଳକୁ ଜେରା ବେଳେ କଣ ସବୁ ତଥ୍ୟ ପାଇଛି କ୍ରାଇମବ୍ରାଂଚ ?

Pad woman Preeti Ramdoss
ପ୍ଲାଷ୍ଟିକ୍ ପ୍ୟାଡ୍ ଦୁଇଟି ଗଛର ବିଲୁପ୍ତିର କାରଣ! ବିଳଳ୍ପ ବାହାରକଲେ ପ୍ରୀତି

ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ପ୍ୟାଡ୍‌ରୁ ବାହାରୁଥିବା ପ୍ଲାଷ୍ଟିକ୍ ଆବର୍ଜନା ବର୍ଷ ବର୍ଷ ଧରି ବିଘଟିତ ନ ହୋଇ ଆମ ପରିବେଶକୁ ଦୂଷିତ କରିଚାଲେ। ଏହି ସମସ୍ୟାକୁ ଏଡେଇବା ନେଇ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ପ୍ରୀତି ରାମଦୋସ। ଜାଣନ୍ତୁ ସେ କ’ଣ କରିଛନ୍ତି…