ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା।
ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।
ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?
ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।
କୋରାଖଇ ଭୋଗ ନେଲେ ରାଷ୍ଟ୍ରପତି ।
ରବି ଫସଲ ପାଇଁ ମିଳୁନି ବିହନ, ସାର, ଔଷଧ
ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି
ବଲାଙ୍ଗିର ଜିଲ୍ଲାରେ ବଢୁଛି ଆଇନଶୃଙ୍ଖଳା ପରିସ୍ଥିତି
ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।
ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା।
ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...
ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ଅତିଥୀ ବନିଥିଲେ ଦ୍ରୌପଦୀ।
ଯାହାର ଦଣ୍ଡ ସ୍ୱାମୀମାନଙ୍କୁ ଭୋଗିବାକୁ ପଡ଼ିଛି।
ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରୁଥିବା ଏମାନେ କିଏ ? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?
ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।
ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।
ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କ ସହ ତାଙ୍କ ବସା ଉଠା କରିବା ନେଇ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଙ୍କା ରହିଛି ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।