/odishatv-khabar/media/post_attachments/uploadimage/library/16_9/16_9_0/s_1675830573.jpg)
Today Panchang
ସୌର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ, ବୁଧବାର ଚନ୍ଦ୍ର – ସିଂହ ରାତ୍ରି ୦୨.୪୮ ଗତେ କନ୍ୟା ତିଥି – ୩ୟା ଅହୋରାତ୍ର ଘାତ ଚନ୍ଦ୍ର – କର୍କଟ ଓ ମକର ରାତ୍ରି ୦୨.୪୮ ଗତେ ବୃଷ ଘାତ ବାର- କର୍କଟ ପୁଷ୍କର ଦୋଷ – ରାତ୍ରି ୦୮.୧୪ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।
Advertisment
ଶୁଭ ସମୟ...
- ପ୍ରାତଃ ୦୬.୨୩ ରୁ ୧୦.୫୩
- ଦିବା ୧୦.୩୬ ରୁ ୧୧.୩୮
- ଦିବା ୦୧.୫୩ ରୁ ୦୪.୫୩
- ସନ୍ଧ୍ୟା ୦୬.୨୯ ରୁ ୧୦.୪୪
- ରାତ୍ରି ୦୨.୦୭ ରୁ ୦୩.୧୧
ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ
ଅଶୁଭ ସମୟ...
- ଋାହୁକାଳ - ଦିବା ୧୨.୦୦ ରୁ ୦୧.୨୫
- କାଳବେଳା – ଦିବା ୦୯.୧୧ ରୁ ୧୦.୩୬
- ବାରବେଳା – ଦିବା ୧୨.୦୦ ରୁ ୦୧.୨୫
- କାଳରାତ୍ରି – ରାତ୍ରି ୦୩.୧୧ ରୁ ୦୪.୪୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)