ଓଡ଼ିଶାରେ ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ୍। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ଜନସେବା ଆୟୋଗ (OPSC) ଏହି ସୁଯୋଗ ନେଇ ଆସିଛି।
ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଗ୍ରୁପ୍ A ମେଡିକାଲ ଅଫିସର୍ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ ।
OPSC ରେ ଚାକିରି ସୁଯୋଗ। ଇସ୍ପାତ ଏବଂ ଖଣି ବିଭାଗ ଅଧୀନରେ ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ କ୍ୟାଡରର ଗ୍ରୁପ୍ ଏ’ରେ ଏହି ନିଯୁକ୍ତି ମିଳିବ। ଏହି ନିଯୁକ୍ତି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୧୧୬ ଟି ପଦବୀ ପୂରଣ ହେବ। ଆବେଦନ କରିବାକୁ ଚାହୁଁଥିଲେ ଏହି ଖବରଟିକୁ ଭଲ ଭାବେ ପଢି ନିଅନ୍ତୁ।
ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ହ୍ୟାଣ୍ଡ୍ଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଟେକ୍ସଟାଇଲ୍ସରେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଓଡ଼ିଶା ଟେକ୍ସଟାଇଲ୍ ଗ୍ରୁପ୍-ବି ଏବଂ ସେରିକଲଚର ସର୍ଭିସେସ୍ (ଟେକ୍ସଟାଇଲ୍ କ୍ୟାଡର) ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି।
ଆପଣ ଗ୍ରାଜୁଏସନ କରିଛନ୍ତି କି ? ଓଡ଼ିଶା ଲୋକ ସେବା ଆୟୋଗ (OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ଓଡ଼ିଶାରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ କେନ୍ଦ୍ରର ଗ୍ରୁପ୍-ଏ(ଜେବି)ରେ ୩୬ଟି ଜିଓଲୋଜିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ (OPSC) ବିଜ୍ଞପ୍ତି ପ୍ରକାଶ କରିଛି।