• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 03 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 11 months ago

ରାଜଧାନୀରେ ଲୁଟେରାଙ୍କ ଆତଙ୍କ ! SP ସାଗରିକା ନାଥଙ୍କ ମା’ଙ୍କଠାରୁ ଲୁଟ୍

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି। More
  • Tanmay Kumar Mahalik
  • 11 months ago

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୈଠକରେ ତୃଣମଳ ସ୍ତରରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଦଳର ସୁପ୍ରିମୋ କର୍ମୀମାନଙ୍କୁ ଦିଆଯାଇଥିବା ଟାକ୍ସର ସମୀକ୍ଷା କରିଛନ୍ତି । More
  • Tanmay Kumar Mahalik
  • 11 months ago

ରିଲ୍ ନୁହେଁ ରିୟଲ ହିରୋ ସିଦ୍ଧାନ୍ତ; ମରଣ ମୁହଁରୁ ବଞ୍ଚାଇଲେ, ଗୁରୁତରଙ୍କୁ ମେଡିକାଲ ପଠାଇଲେ

ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା । ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ । More
  • Chandan Shishu
  • 11 months ago

ଅନେକ ରୋଗର କାରଣ ପାଲଟିଛି ପ୍ଲାଷ୍ଟିକ ବ୍ୟାଗ୍, ତୁରନ୍ତ ବନ୍ଦ କରିବାକୁ ପରିବେଶବିତଙ୍କ ମତ 

ପଲିଥିନରେ ଖାଦ୍ୟ.. ପଲିଥିନରେ ଔଷଧ। ପ୍ରସାଦ ହେଉ କି ପନିପରିବା, ସବୁକିଛି ବେଧଡକ ବୁହା ହେଉଛି ପଲିଥିନରେ। More
  • Tanmay Kumar Mahalik
  • 11 months ago

ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ; ଜୁଲାଇ ୧୩ରେ ଚନ୍ଦ୍ରୟାନ-୩

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ । More
  • Chandan Shishu
  • 11 months ago

ସକ୍ରିୟ ହେବ ମୌସୁମୀ ! କାଲିଠୁ ବଢିବ ବର୍ଷାର ପରିମାଣ

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି। More
  • Satyendu Shekher Mishra
  • 11 months ago

ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଅଭାବ

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। More
  • Prangyan Parimita
  • 11 months ago

ଘଞ୍ଚ ଜଙ୍ଗଲରେ ନଅ ପ୍ରାଣୀ କୁଟୁମ୍ବ, କନ୍ଦା ଖାଇ କଟୁଛି ଜୀବନ

ଦୟନୀୟ ଅବସ୍ଥାରେ ରାମ ମଲ୍ଲିକଙ୍କ ପରିବାର । ୭ ବର୍ଷ ହେଲା ପାହାଡ଼ ଉପରେ ଏକ ପଲଥିନ କୁଡିଆ ଘରେ କଟୁଛି ଜୀବନ । More
  • Satyendu Shekher Mishra
  • 11 months ago

ଏଇ ପ୍ଲାଷ୍ଟିକ୍ ମାଟିରେ ମିଶୁନି କି ପାଣିରେ ମିଳୋଉନି...

ସରକାରଙ୍କ କଟକଣା ପରେ ବି ବନ୍ଦ ହୋଇନି ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ଲାଷ୍ଟିକ୍ ବ୍ୟାଗ ଛାଡ଼ିବା, ସୁସ୍ଥ ପରିବେଶ ଗଢ଼ିବା । More
  • Rajalaxmi Sahoo
  • 11 months ago

ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। More
  • Rajalaxmi Sahoo
  • 11 months ago

କଦର୍ଯ୍ୟ ପରିବେଶରେ ରହୁଥିଲେ ରଥ ଡ୍ୟୁଟିରେ ଥିବା ଯବାନ; ଯେଉଁଠି ଶୋଉଥିଲେ, ସେଇଠି ଖାଉଥିଲେ...

ପୁରୀ ରଥଯାତ୍ରାରେ ଗୁରୁ ଦାୟିତ୍ୱ ନିଭାଇଥିଲେ ସୁରକ୍ଷାକର୍ମୀ। ହେଲେ ଏମାନେ କେମିତି ରହୁଥିଲେ, କେମିତି ଖାଉଥିଲେ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବା More
  • Rajalaxmi Sahoo
  • 11 months ago

ମଦ ପିଇ ପୁରା ମାତାଲ୍‌: ମହାନଦୀ ମଝିକୁ ଚାଲିଗଲେ ଯୁବକ, ଧରିବାକୁ ଯିବାରୁ ନାକେଦମ୍‌ କଲେ...

ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍‌ ଅବସ୍ଥାରେ ନଦୀକୁ ମଝିକୁ ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ। More
  • Rajalaxmi Sahoo
  • 11 months ago

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ...

ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।  More
  • Prangyan Parimita
  • 11 months ago

ପାରିବାରିକ କଳହର କରୁଣ ପରିଣତି,୩ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁଲା ମା'

ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । More
  • Rajalaxmi Sahoo
  • 11 months ago

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୮୦ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା...

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକରେ ୧,୩୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି।  More
  • Manoranjan Behera
  • 11 months ago

Panchang Today 3rd July 2023: ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି More
  • Prangyan Parimita
  • 11 months ago

ମୟୂରଭଞ୍ଜର ଗଛ ମଣିଷ ଶ୍ରୀନାଥ, ପରିବେଶକୁ ସବୁଜ ସୁନ୍ଦର ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । More
  • Rajalaxmi Sahoo
  • 11 months ago

IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ...

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।  More
  • Tanmay Kumar Mahalik
  • 11 months ago

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ । More
  • Tanmay Kumar Mahalik
  • 11 months ago

ପରିବା ଦରରେ ଲାଗିଛି ନିଆଁ; ବଜାରରୁ ଘର ସବୁଠି ପରିବା ଚର୍ଚ୍ଚା

ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ । More
  • Prangyan Parimita
  • 11 months ago

ନାନୋ ୟୁରିଆ କ’ଣ, ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ଭିଡ଼ାଭିଡ଼ି..

ନାନୋ ୟୁରିଆକୁ ଚାଷୀଙ୍କ ହଁ ରାଜ୍ୟ ସରକାରଙ୍କ ନା । ନୂଆ ଟେକ୍ନୋଲଜିରେ ଚାଷୀଙ୍କ ଆୟ କମିବ କହିଲେ କୃଷିମନ୍ତ୍ରୀ । More
  • Tanmay Kumar Mahalik
  • 11 months ago

ଅସହ୍ୟ ହେଲା ଫାଇନାନ୍ସ କମ୍ପାନୀର ଜୁଲମ; ଋଣ ଭାର ସହି ନପାରି ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

ବିଳମ୍ବିତ ରାତି ଯାଏଁ ସେମାନେ ଟଙ୍କା ପୈଠ କରିବାକୁ ଜୁଲମ କରିଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତି ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଉଛି । ଖବର ପାଇ ଭୁବନେଶ୍ୱରରେ ରହୁଥିବା ମୃତ ବାନାମ୍ବରଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । More
  • Prangyan Parimita
  • 11 months ago

ଓଡିଶା ଦଖଲ ପାଇଁ ଗୌହାଟିରୁ ବିଜେପି କ୍ୟାମ୍ପର ପ୍ରସ୍ତୁତି, ଜୁଲାଇ ୬ରେ ନଡ୍ଡାଙ୍କ ସହ ୨୪ ଷ୍ଟ୍ରାଟେଜି କରିବେ ଶାହ

ବୈଠକରେ ଯୋଗଦେବେ ମନମୋହନ ଓ ସୁନୀଲ ବଂଶଲ । ବିଜେଡି-କଂଗ୍ରେସ କହିଲେ, କିଛି ପ୍ରଭାବ ପଡ଼ିବନି । More