• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tree Man

Tree man
ମୟୂରଭଞ୍ଜର ଗଛ ମଣିଷ ଶ୍ରୀନାଥ, ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି ।

‘Tree Man’
ଓକିଲଙ୍କ ଟ୍ରି-ଫ୍ୟାମିଲି.. ଚାରିଆଡ଼ କରିଦେଲେଣି ଗ୍ରୀନେରି..ଗ୍ରୀନେରି..

ଭଦ୍ରକ ପରେ ବାଲେଶ୍ୱର ଆଡେ ହେଲାଣି ଟ୍ରି-ଫ୍ୟାମିଲିର ଚର୍ଚ୍ଚା.. ଏବେ ତ ଡାକରା ଆସୁଛି.. ଟ୍ରି-ଫ୍ୟାମିଲି ପହଞ୍ଚି ଚାରା ଲଗାଉଛି, ବାଡ଼ ବାନ୍ଧୁଛି.. ନିୟମିତ ଧ୍ୟାନ ବି ରଖୁଛି..

Tree Man
ଢାବା, ହୋଟେଲରୁ ପଲିଥିନ ଗୋଟାଇ କଣ କରନ୍ତି ବିଜୟ ?

ଢାବା, ହୋଟେଲରୁ ପଲିଥିନ ଗୋଟାଇ କଣ କରନ୍ତି ବିଜୟ ?

Tree Man
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣ ନିଶା; ଇସ୍ପାତନଗରୀରେ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।

Teacher’s interest towards planting
ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା

ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା l ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଗଛ ଶିକ୍ଷକ ଭାବେ ସେ ବେଶ ପରିଚିତ l ସେ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଶିକ୍ଷା ସାଧନ କେନ୍ଦ୍ରର ସଂଯୋଜକ ଅନ୍ତର୍ଯ୍ୟାମୀ ବେଜ୍

treat tree
ଆଶ୍ଚର୍ଯ୍ୟ !! କଥା କହୁଛି ଗଛ?

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ସାଙ୍ଗରେ ସାହାଯ୍ୟ କରୁଛନ୍ତି ପତ୍ନୀ...ଛାତ ଉପରେ, ବାଡିରେ...ସବୁଆଡେ ଭର୍ତ୍ତି ହୋଇ ରହିଛି ଗଛ

tree man
୯୦ ବର୍ଷର ଗଛ ମଣିଷ... ତାଙ୍କ ଗଛରେ କେହିଁ ଲାଗନି..

୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ ମଣିଷର କାହାଣୀ ।

Young environmentalist
ସହରର ଚାକଚକ୍ୟ ଛାଡ଼ି, ବଣ ଜଙ୍ଗଲରେ ବୁଲନ୍ତି ଏହି ଯୁବକ

ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ। କଥାଟିକୁ ବୁଝିଛନ୍ତି ଏହି ଯୁବକ। ସେଥିପାଇଁ ଚାକିରି ବାକିରି ନକରି, ସେ ବୁଲୁଛନ୍ତି ବଣ ଜଙ୍ଗଲରେ। ତାଙ୍କୁ ସମସ୍ତେ ଡାକନ୍ତି ବାର୍ଡମ୍ଯାନ୍। ଆସନ୍ତୁ ଭେଟିବା ଏହି ଯୁବକଙ୍କୁ।

tree man
ପାଗଳ କରିଛି ପ୍ରକୃତି ପ୍ରେମ, ଦିବ୍ୟାଙ୍ଗ ହେଲେ ବି ଗାଡ଼ିରେ ବୁଲି ବୁଲି ଲଗାଉଛନ୍ତି ଗଛ

ପାଗଳ କରିଛି ପ୍ରକୃତି ପ୍ରେମ। ସହର ସାରା ବୁଲୁଛନ୍ତି....ନିଜ ଗାଡ଼ିରେ ଗଛ ଚାରା ରଖିଛନ୍ତି। ଟିକିଏ ଖାଲି ସ୍ଥାନ ଦେଖିଲେ ଚାରା ରୋପଣ ବି କରୁଛନ୍ତି। ଖାଲି ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ବି ନେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଆମର ଏଇ ସ୍ୱତନ୍ତ୍ର ରିପୋର୍ଟ....

tree man
ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।

Tree man
ଗଛ ପାଇଁ ସମର୍ପିତ ମଣିଷ ବିଜୟ ଜେନା... ନିଇତି ଲଗାନ୍ତି ଗଛ, ବାଣ୍ଟନ୍ତି ଚାରା

ସମାଜରେ ଆପଣ ଅନେକ ମଣିଷ ଦେଖିଥିବେ। ଏମିତି ମଣିଷ କେବେ ହେଲେ ଦେଖି ନଥିବେ। ଯିଏ କି ସକାଳ ପାହିଲେ ଗଛ ମୂଳେ ହାଜର ହୋଇ ଗଛର ଯତ୍ନ ନିଅନ୍ତି। ଆଉ ବାଣ୍ଟନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା