• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ    

ଦିବା ୦୮.୪୬ ରୁ ୧୦.୩୧
ଦିବା ୦୯.୧୯ ରୁ ୧୦.୨୯

ଦିବା ୧୧.୫୦ ରୁ ୧୨.୧୨
ରାତ୍ରି ୦୧.୩୯ ରୁ ୦୩.୦୫
ରାତ୍ରି ୦୩.୪୯ ରୁ ୦୪.୩

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଅଶୁଭ ସମୟ

ଋାହୁକାଳ – ପ୍ରାତଃ ୦୬.୫୪ ରୁ ୦୮.୩୩
କାଳବେଳା – ପ୍ରାତଃ ୦୬.୫୪ ରୁ ୦୮.୩୩ 
ବାରବେଳା – ଦିବା ୦୩.୦୮ ରୁ ୦୪.୪୭
କାଳରାତ୍ରି – ରାତ୍ରି ୧୦.୨୯ ରୁ ୧୧.୫୦