କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ।
SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ ।
ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।
ଚେନ୍ରେ ବନ୍ଧା ବଢ଼ିଲା ଝିଅ । କାରଣ ବେଡି ନପଡ଼ିଲେ ସେ କୁଆଡ଼େ ଚାଲିଯିବ । ସେଥିପାଇଁ ବଢିଲା ଝିଅର ଗୋଡ଼ରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକେ । ଯେଉଁ ବୟସରେ ଖେଳକୁଦ କରିବାକଥା, ସେହି ସମୟରେ ଘରର ଚାରି କାନ୍ଥ ଭିତରେ ଜୀବନ ବିତାଉଛି କୁନିଝିଅ ।
ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଗାଁରେ କେବେ ବିପତ୍ତି ଆସି ନାହିଁ । ଲୋକମାନେ ପ୍ରତିବର୍ଷ ଏକଜୁଟ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଗାଁର ମଙ୍ଗଳ କାମନା କରନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି।
ବିଦେଶରେ ଦାଦନ ଖଟିବାକୁ ଯାଇ ବନ୍ଦୀ .. ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ମୁକୁଳିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ
ମତ୍ତଗଜପୁର ଲେବୁଲ୍ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି ।
ବିଶ୍ୱାସରେ ବିଷ । ପ୍ରଥମେ ନୀରିହ ଛାତ୍ରଙ୍କୁ ଥଣ୍ଡା ପାନୀୟ ଦେଲେ ପିଇବା ପାଇଁ ..ହେଲେ ପରେ...
ନକଲି ହୋଇଛି ସାଂସଦଙ୍କ ଲେଟରପ୍ୟାଡ..ନକଲି ଚିଠିରେ ହୋଇଛି ଅସଲି ଆଡମିସନ
ଅସହାୟ କୁନି ପୁଅକୁ କୋଳେଇ ନେବାକୁ କର୍ଣ୍ଣାଟକରୁ ଆସି ଓଡ଼ିଶାରେ ପହଞ୍ଚିଲେ ଦମ୍ପତି ।
ରାଜ୍ୟରେ ବର୍ଷା ଲାଗି ରହିଛି ...କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି
ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି। ପୁରୀରେ ବାଲୁକାକଳା...
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।
ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି ।
କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା ।
ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।
5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ ।
ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋର୍ଡିଂ ମରାଯାଇଛି।
ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ଗ୍ରହଣ କରିଛନ୍ତି।
ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।