/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697518771.jpg)
Today Panchang
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର, ଚନ୍ଦ୍ର– ତୁଳା ଦିବା ୦୨.୧୮ ଗତେ ବିଛା ତିଥି- ୩ୟା ରାତ୍ରି ୦୧.୨୬ ଗତେ ୪ର୍ଥୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୦ ଗତେ ୧ପାଦ କୃଷିହାନି ଓ ଭୂମିଦାନ...
Advertisment
ଶୁଭ ସମୟ...
ପ୍ରାତଃ- ୦୫.୪୫ ରୁ ୦୬.୩୧
ଦିବା- ୦୮.୩୮ ରୁ ୧୧.୦୮
ସନ୍ଧ୍ୟା- ୦୫.୧୮ ରୁ ୦୬.୫୨
ରାତ୍ରି- ୦୮.୨୫ ରୁ ୦୮.୩୭
ରାତ୍ରି- ୦୯.୨୭ ରୁ ୧୧.୫୭
ରାତ୍ରି- ୦୧.୩୬ ରୁ ୦୩.୧୬
ରାତ୍ରି- ୦୪.୦୬ ରୁ ୦୫.୪୫
ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର
ଅଶୁଭ ସମୟ...
ରାହୁକାଳ - ଦିବା ୦୨.୨୫ ରୁ ୦୩.୫୧
କାଳବେଳା - ଦିବା ୧୨.୫୮ ରୁ ୦୨.୨୫
ବାରବେଳା- ପ୍ରାତଃ ୦୭.୧୨ ରୁ ୦୮.୩୮
କାଳରାତ୍ରି- ସନ୍ଧ୍ୟା ୦୬.୫୨ ରୁ ୦୮.୨୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)