/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697530044.jpg)
Weather Update
ଏଥର ଦଶହରାକୁ ଫିକା କରିବ କି ଲଘୁଚାପ ବର୍ଷା ? କାରଣ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଦ୍ୟତମ ସୂଚନାରେ ଏପରି ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ପରବର୍ତ୍ତି ସମୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।
Advertisment
୨୦ ତାରିଖରେ ଷଷ୍ଠୀ ପୂଜା ତେଣୁ ଏବର୍ଷ ପୂଜାକୁ ଲଘୁଚାପ ବର୍ଷା ଭିଜାଇପାରେ । ୨୪ ତାରିଖରେ ଦଶହରା ଥିବାରୁ ବର୍ଷାର ପରିମାଣ କେତେ କଣ ରହିବ ତା ଉପରେ ସମସ୍ତଙ୍କ ନଜର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)