ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ... ଜିଲ୍ଲା ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ରାଜ୍ୟ ସଂଘ...ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ ।
ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ।
ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି। ଏହାକୁ ନେଇ ପିନାକୀଙ୍କ ଉପରେ ବର୍ଷିଛି ବିଜେପି।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।
ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ ।
ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ କ'ଣ ଏହି ବାଧା, କିପରି କରାଯିବ ପ୍ରତିକାର ଆସନ୍ତୁ ଜାଣିବା।
ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ ।
ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।
ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।
ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଅଭିଯୋଗ କରିଥିଲେ ଯେ, ମହୁଆ ମଇତ୍ରୋ ଏବଂ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି। ଏହା ପରେ ହୀରାନନ୍ଦାନୀ ଏହି ସତ୍ୟପାଠ ସଂସଦର ଆଚାର ସମିତି ନିକଟରେ ଉପସ୍ଥାପନ କରିଛନ୍ତି।
ପୁଅ ବୋହୁ ଘରୁ ବାହାର କରି ଦେଇଛନ୍ତି । ଜୀବନ ପ୍ରତି ଆଉ ମୋହ ନାହିଁ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ତଥାପି ସେ ହାରି ନାହାନ୍ତି, ବଞ୍ଚିବାକୁ ଲଢ଼ୁଛନ୍ତି । ଆଉ ନିଜ ଲଢ଼େଇରେ ଅସ୍ତ୍ର ସାଜିଛି ଦୁଇ ଖଣ୍ତ କାଠି ।
ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ 'ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ' ମନ୍ତବ୍ୟକୁ ନେଇ ରାଜନୀତି । ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ ଏଭଳି କହିଥାଇପାରନ୍ତି ।
ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା, ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି...ପିନାକୀ ମିଶ୍ରଙ୍କୁ ବହିଷ୍କାର ଦାବି...
ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ ।
ବେଆଇନ ମଦ ଜବତ, ଚରମ୍ପାରେ ଯୁବକଙ୍କ ବ୍ରାଉନସୁଗାର ସେବନ ଓ ଗାଁ ଲୋକେ ସେମାନଙ୍କୁ ଧରି ପୋଲିସର ଜିମା ଦେବା । ଏଭଳି ଅନେକ ଘଟଣା ପାଇଁ ଏବେ ଭଦ୍ରକବାସୀ ଚିନ୍ତାରେ ।
ମନ୍ଦିର ପୂଜକଙ୍କ କହିବାନୁଯାୟୀ, ବୈଷ୍ଣୋଦେବୀଙ୍କ ମନ୍ଦିର ସାରା ଭାରତରେ ଜାମ୍ମୁ କଶ୍ମୀର ବାଦ୍ କେବଳ ଓଡ଼ିଶାରେ ରହିଛି ।
ସାରା ରାଜ୍ୟରେ ହଇରାଣ ହେଉଛନ୍ତି ଯାତ୍ରୀ …ଏତେ ବଡ଼ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଲୋକେ ପାର୍ବଣ ବେଳେ କାହିଁକି ହଇରାଣ ହେବେ ?
ମାଆ ଦୁର୍ଗାଙ୍କ ଆଗମନ ହୋଇଥିବାରୁ ମାଆ ମୁତ୍ୟାଲୁମାଙ୍କ ଡାହାଣ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ମାଙ୍କ ନିକଟରେ ୧୧ ପ୍ରକାର ଭୋଗ ଲାଗି ହୁଏ।
ବିରୋଧ କଲେ ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି...ଆଜି ବସ୍ ଚଳାଇବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ .....ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଧର୍ମଘଟ