• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Healthy Diet

Importance of winter diet
Nutrition: କେଉଁ ଋତୁରେ କ’ଣ ଖାଇବେ, ଜାଣନ୍ତୁ ଶରୀର ଉପରେ ଏହାର କ’ଣ ପ୍ରଭାବ

ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା ସହ ଉକ୍ତ ସମୟରେ ମିଳୁଥିବା ପନିପରିବା ତଥା ଶସ୍ୟ ଆଦି ଖାଇବାର ଅଭ୍ୟାସ ରହି ଆସିଛି।

Ginger water vs Fenugreek water for belly fat
Health Tips: ଆପଣଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଛି କି; ଏହି ଉପାୟରେ ଶୀଘ୍ର କମାନ୍ତୁ

ସେ ପୁଅ ହୁଅନ୍ତୁ କି ଝିଅ କିଛି ଲୋକଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଥାଏ ତ ପୁଣି କାହାର ଓହଳି ପଡିଥାଏ। ଏହା ସମସ୍ତଙ୍କୁ ଖରାପ ଦେଖାଯାଏ। ତେବେ ଏଭଳି ପେଟରୁ ଚର୍ବିକୁ ତରଳାଇବା ପାଇଁ ଏମିତି କିଛି ସରଳ ଟିପ୍ସ ମଧ୍ୟ ଅଛି, ଯାହାକୁ ଆପଣେଇ ଏହି ସମସ୍ୟାକୁ ସମାଧାନ କରାଯାଇ ପାରିବ।

Over dieting can cause serious health problem
International No Diet Day 2024: ଆପଣ ଡାଏଟିଂ କରୁଛନ୍ତି କି, ହୋଇପାରେ ମୁଣ୍ଡ ବିନ୍ଧା-କିଡ୍‌ନୀ ଷ୍ଟୋନ୍; ଜାଣନ୍ତୁ କାରଣ...

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।

What to eat and what not to eat to avoid cancer risk
Nutrients: କ୍ୟାନ୍‌ସର୍‌ ବିପଦକୁ ଏଡାଇବା ପାଇଁ କ’ଣ ଖାଇବେ, କ’ଣ ଖାଇବେନି

କ୍ୟାନ୍‌ସର୍‌ ନା ଶୁଣିଲେ ଯେ କେହି ବି ଭୟ କରିବା ଥୟ। ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ। ତେବେ ଏମିତି କିଛି ଉପାୟ ଅଛି ଯାହାକୁ ମାନିବା ଦ୍ୱାରା ଆମେ କେବେ ବି କ୍ୟାନ୍‌ସର୍‌ର ଶିକାର ହେବା ନାହିଁ, ଆସନ୍ତୁ ଜାଣିବା…

 If you overeat biscuits cakes crisps increase risk of heart attack
Health Tips: ବିସ୍କୁଟ, କେକ୍ ଆଦି ଖାଉଥିଲେ ସାବଧାନ! ହୋଇପାରେ ହାର୍ଟ୍ ଆଟାକ୍; ଜାଣନ୍ତୁ କାରଣ

ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍‌କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍‌ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।

5 unhealthy foods that cause stomach inflammation
Health Tips: ଏହି ୫ ପ୍ରକାର ଖାଦ୍ୟ ଖାଉଛନ୍ତି କି; ନଷ୍ଟ ହୋଇପାରେ ଅନ୍ତନଳୀ

ଆମେ ଅନେକ ଭୁଲ ଖାଦ୍ୟ ଖାଇଥାଉ, ଯେଉଁଥିପାଇଁ ଅନ୍ତନଳୀ ପାଇଁ ହଜମ କରିବାରେ ବହୁତ ଅସୁବିଧା ହୋଇଥାଏ ଏବଂ ଏହା ଅନ୍ତଃ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ। ଆସନ୍ତୁ ଏମିତି ୫ ପ୍ରକାର ଖାଦ୍ୟ ବିଷୟରେ ଜାଣିବା ଓ ତୁରନ୍ତ ଛାଡିବା।

Food for Winter season
ଶୀତଋତୁ ପାଇଁ ଉପକାରୀ ଫଳ ଏବଂ ପାନୀୟ ଦ୍ରବ୍ୟ

ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…