• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bhubaneswar Durga puja
ମାତିଲେଣି ଚେନ୍ ଲୁଟେରା; ବମିଖାଲ ପୂଜା ମଣ୍ଡପରୁ ୧୦ ଭରିର ୪ଟି ସୁନା ଚେନ୍ ଲୁଟ୍‌

ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ।

OTV Journalist
ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି।

Odia Jawan Attacjked SI
SI ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯବାନ

ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ।

Accused Flees From Police Custody
ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଫେରାର୍ ! ତାତିଲେ ମୃତକଙ୍କ ପରିବାର

କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି।

Today Panchang
Today Panchang 22nd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର ।

Chhatar Jatra
ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଜେନାଖାଲରୁ ଭୋର୍ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି...ଗୁପ୍ତ ପୂଜା ପରେ ଛତର ମନ୍ଦିର ପ୍ରତ୍ୟାବର୍ତ୍ତନ କରୁଛନ୍ତି...

Cyclone Alert
ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !!

ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 22 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 22 October 2023
Dasara
ମଣ୍ଡପରେ ଚକ୍ଷୁଦାନ ପାଇଲେ ଦୁର୍ଗେ ଦୁର୍ଗତୀନାଶିନୀ; କଟକରେ ସୁନା, ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା ।

BJD Padyatra
ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ, ନେତାଙ୍କ ଉପରୁ ତୁଟି ଯାଉଛି ସୁପ୍ରିମୋଙ୍କ ଭରସା ?

ଫେଲ ମାରିଲା କି ବିଜେଡିର ଜନସଂପର୍କ ପଦଯାତ୍ରା? କାହିଁକି ବଢିଲା ଅବଧି? ଜନ ସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ? ପଦଯାତ୍ରାରେ ଦଳୀୟ ଫାଟ ଢାଙ୍କିବାକୁ ଏହି ଉଦ୍ୟମ କି?

OSSC Exam
ଲିକ୍, ପ୍ରିଣ୍ଟିଂ ମିସଟେକ୍ ପରେ ଏବେ ସିଲାବସ୍ ବାହାରୁ ପ୍ରଶ୍ନ, ବାରମ୍ବାର ପରୀକ୍ଷାରେ ତ୍ରୁଟିକୁ ନେଇ କ୍ଷୁବ୍ଧ ଚାକିରି ଆଶାୟୀ

ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା।

Gold Price
ରକେଟ୍ ବେଗରେ ବଢୁଛି ସୁନା ଦର, ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି।

SLS residential School
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ ପୁଅ ବିରଞ୍ଚି ମୁର୍ମୁଙ୍କ ଜନ୍ମ ବାର୍ଷିକୀ ପାଳିତ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏଲ୍ଏସ ବିଦ୍ୟାଳୟର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପାହାଡ ପୁର ସରପଞ୍ଚ ରୁକ୍ମଣୀ ମୁର୍ମୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ପାହାଡପୁରର ଗ୍ରାମବାସୀ ଉପସ୍ଥିତ ଥିଲେ ।

Block chairman
ମହଙ୍ଗା ପଡିଲା ବ୍ଲକ ଭିତରେ ଦାଦାଗିରି; ଗିରଫ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ହଠାତ ଯୁକ୍ତିତର୍କ କରି ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ତୁଷୁରା ପୋଲିସ ଅଶୋକ ଦୋରାଙ୍କ ୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା

Dysentery
ମହମ୍ମଦପୁର ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି; ୪୭ ଜଣ ହେଲେଣି ଆକ୍ରାନ୍ତ !

ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା କଥା, ଲୋକେ ନିକଟରେ ଥିବା କେନାଲର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପିଥାଇପାରେ ।

  • Saturday, 21 October 2023
Baripada Accident
ଦୁଇ ଟ୍ରକ୍‌ ମଝିରେ ଚାପି ହୋଇ କାର୍‌ ଚୁରମାର୍‌; ଚାଲିଗଲା ୨ ମହିଳାଙ୍କ ଜୀବନ

ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।

Ganja Seized
ସରକାରୀ ଗାଡ଼ିରେ ଗଂଜେଇ ଚୋରା ଚାଲାଣ !

ପାଡୁଆ ପୋଲିସ୍ ଗାଡ଼ିରୁ ଜବତ କରିଛି ୫୧ କେଜିର ଗଂଜେଇ । ଦାର୍ଲିପୁଟ ଗାଁ ନିକଟରେ କାରକୁ ଅଟକାଇଥିଲା ପୋଲିସ । କାରକୁ ଛାଡ଼ି ଚମ୍ପଟ ମାରିଥିଲା ଗାଡ଼ିର ଡ୍ରାଇଭର । ଗାଡ଼ିର ନମ୍ବର ପ୍ଲେଟରେ ଲେଖାଯାଇଛି ‘PWD, ଭାରତ ସରକାର’ ।

Ladies ASI Death
ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା: ମାଡ଼ରୁ ନୁହେଁ, ରୋଗ ଯୋଗୁଁ ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।

Weather Forecast
ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଦଶହରା ଓ ଭସାଣକୁ ଭିଜେଇବା ଆଶଙ୍କା

ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ....ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି...ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା...

OSSC Exam Fault
ଭୁଲ୍ କଲା OSSC, ଭୋଗିଲେ ପ୍ରାର୍ଥୀ !

ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି।

  • Saturday, 21 October 2023
  • OSSC
Ramadevi University
ରମାଦେବୀରେ +2 ଛାତ୍ରୀଙ୍କୁ ରାଗିଂ; ଅଶ୍ଲୀଳ ଭିଡିଓ ଦେଖିବା ପାଇଁ କରାଯାଉଥିଲା ବାଧ୍ୟ !

ରମାଦେବୀ ଜୁନିୟର କଲେଜ ଛାତ୍ରୀ ଆଣିଲେ ରାଗିଂ ପରି ସାଂଘାତିକ ଅଭିଯୋଗ । ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି ।

 Tara Prasad Bahinipati
ଦାଣ୍ଡିଆ ଡ୍ୟାନ୍ସରେ ମସଗୁଲ୍ ତାରା ବାହିନୀପତି

ବିଧାୟକ ତାରା ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ....ଜୟପୁରରେ ଦାଣ୍ଡିଆ ନାଇଟରେ ନାଚିଲେ ତାରା

Today Panchang
Today Panchang 21st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Bhubaneswar DCP Prateek Singh’s tips for you safety of valuables and vehicles during puja time
ପାର୍ବଣରେ ଡିସିପିଙ୍କ ସୁରକ୍ଷା ଟିପ୍ସ,ଘରୁ ବାହାରିବା ବେଳେ ଘର ଠିକରେ ତାଲା ଦିଅନ୍ତୁ

ଛୁଟିରେ ବାହାରକୁ ଗଲେ କୌଣସି ଲୋକଙ୍କୁ ଜିମା ଦିଅନ୍ତୁ....ଘର ଭିତରେ କୌଣସି ବି ମୂଲ୍ୟବାନ ଜିନିଷ ରଖନ୍ତୁ ନାହିଁ...କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨କୁ ଫୋନ୍ କରନ୍ତୁ...