• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋର୍ଟ କ୍ୟାମ୍ପସରୁ କଏଦୀ ଛୁ । ପାଇଖାନା ଯିବା ବାହାନା କରି, ପୋଲିସ ଆଖିରେ ଧୂଳିଦେଲା କଏଦୀ। ପୋଲିସ ହେପାଜତରୁ ଚମ୍ପଟ୍ ମାରିଲା, ତା ପୁଣି ଭୁବନେଶ୍ୱର କୋର୍ଟ କ୍ୟାମ୍ପସରେ। ସୂଚନା ଅନୁସାରେ, ଚୋରି ମାମଲାର ଏକ ଅଭିଯୁକ୍ତ ଆଜି ଝାରପଡ଼ା ଜେଲରୁ ଭୁବନେଶ୍ୱର କୋର୍ଟକୁ ଆସିଥିଲା । ଏହି ବିଚାରାଧୀନ କଏଦୀ ଟଏଲେଟ୍ ଯାଇଥିବା ବେଳେ, କୋର୍ଟ ପରିସରରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଏହାପରେ ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସି ଆରମ୍ଭ କରିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now