ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ ଭାସିଯାଇଥିବା ଟ୍ୟାଙ୍କ୍ T-72 ।
ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ ।
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି ।
ବୁଡ଼ିଲା, ଭାସିଲା, ଭାଙ୍ଗିଲା । ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା । ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ ।
ବୁଡ଼ିଲା, ଭାସିଲା, ଭାଙ୍ଗିଲା। ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା। ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ।
ମନ୍ତ୍ରୀ କହିଲେ ଘରେ ଆଣି ମଦ ପିଅ । ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ନାରାୟଣ ସିଂ କୁଶୱା ମହିଳାମାନଙ୍କୁ ଏକ ବିଚିତ୍ର ପରାମର୍ଶ ଦେଇଛନ୍ତି ।
୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।
ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି ।
ଫଟୋ ଫ୍ରେମ୍ ଭଳି ବକ୍ସ ଭିତରେ ଥାକ ଥାକ ହୋଇ ରହିଛି ନିମନ୍ତ୍ରଣ କାର୍ଡ । ସବୁଠାରୁ ସୁନ୍ଦର ଆଉ ମନକୁ ଛୁଇଁଲା ଭଳି ଏକ ହାତ ଲେଖା ପତ୍ର ମଧ୍ୟ ସେଥିରେ ରହିଛି ।
ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।
ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ ।
ନିଟ୍-ୟୁଜି ପରୀକ୍ଷା ପେପର ଲିକ୍ର ନିରପେକ୍ଷ ଯାଞ୍ଚ ହେବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
ମୋ ସରକାର ଆରମ୍ଭରୁ ଏମ୍ଏସ୍ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି।
ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ।
ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍ ଖବର ପରେ ସ୍ପଷ୍ଟୀକରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ।
ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡ ଅନୁମତି ଦେଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଆଜି ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍ ।
ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ମାତ୍ର ୨୬ ବର୍ଷ ବୟସରେ ହୋଇଛନ୍ତି କୋଟିପତି । ଆସାମର ଜଣେ ଯୁବକ ପ୍ରସ୍ତୁତ କରିଥିବା ମେସେଜିଂ ଆପ୍ଲିକେସନକୁ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀ ୪୧୬ କୋଟି ଟଙ୍କାରେ କିଣିଛି ।
ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ବିଷୟରେ ବୁଝାଇଛନ୍ତି । କେମିତି ହୁଏ ପେପର ଲିକ୍...
ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା।
ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ ।
ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା ।