ସଦଗୁରୁ ଜଗ୍ଗି ବାସୁଦେବଙ୍କ ଈଶା ଫାଉଣ୍ଡେସନରେ ପୋଲିସ ରେଡ୍ । ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରେଡ୍ ପାଇଁ ଅନୁମତି ଦେବା ପରେ ପ୍ରାୟ ୧୫୦ ପୋଲିସ କର୍ମୀ ଅକ୍ଟୋବର ପହିଲାରେ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଈଶା ଫାଉଣ୍ଡେସନରେ ଏଣ୍ଟ୍ରି ମାରିଥିଲେ ।
ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।