ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।
ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।
ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ଥିବାବେଳେ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ରେ ୮ ଟଙ୍କା ବୃଦ୍ଧି ଘଟିଛି।
ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା, ଦର ବୃଦ୍ଧି ପରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଛି ।
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..
ତୈଳ ଦରରୁ ସାମାନ୍ୟ ଆଶ୍ୱସ୍ତି ସତ୍ତ୍ୱେ ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି I ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ି ସାରିଲାଣି ରନ୍ଧନ ଗ୍ୟାସ୍ I ଗୃହିଣୀ କହିଲେ ସାଂଘାତିକ ବିଗୁଡୁଛି ଆମ ହାଣ୍ଡିଶାଳ ବଜେଟ୍ I
ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।
ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି ।
ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ। ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି।