Advertisment

ଅଗ୍ନିପଥ ବିରୋଧରେ ଆନ୍ଦୋଳନ, ଜୋରଦାର ପ୍ରତିବାଦ, ହରତାଳ, ବିକ୍ଷୋଭ

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

author-image
Satyendu Shekher Mishra

କେନ୍ଦ୍ର ସରକାରଙ୍କ ଯୋଜନା ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ । ଦେଶର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ତ୍ରିଭେନ୍ଦ୍ରମରେ ରାସ୍ତା ଅବରୋଧ ତ ଚେନ୍ନାଇରେ ପ୍ରତିବାଦ । ପାଟନାରେ ଡ୍ରମ୍ ବଜାଇ ଯୋଜନା ଫେରାଇ ନେବାକୁ ଦାବି ଜଣାଇଛନ୍ତି ବିକ୍ଷୋଭକାରୀ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

Advertisment
Protest Union Government Agnipath Agniveer
Advertisment
Advertisment