• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

India Has Max Covid Deaths, Says WHO
ଭାରତରେ ସର୍ବାଧିକ କରୋନା ମୃତ୍ୟୁ, କହିଲା WHO

ଭାରତରେ ସର୍ବାଧିକ କୋଭିଡ୍ ମୃତ୍ୟୁକୁ ନେଇ WHO କରିଥିବା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହା ସଠିକ୍‌ ନୁହେଁ ବୋଲି ଭାରତ କହିଛି।

auto
ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ : ଗରମରୁ ରକ୍ଷା ପାଇଁ ଅଟୋ ଉପରକୁ କରିଦେଲେ ପାର୍କ

ଆପଣ ଓଡ଼ିଶାରେ ଅନେକ ଅଟୋରେ ବସିଥିବେ । ହେଲେ ମହେନ୍ଦ୍ର କୁମାରଙ୍କ ଅଟୋ ଭଳି କେବେ କେଉଁଠି ଦେଖିଛନ୍ତି କି?

Child Sings Emotional Song For Mother
ମାଆକୁ ମନେ ପକାଇ କୁନି ପୁଅ ଗାଇଲା ଗୀତ, ଭାବବିହ୍ୱଳ ହୋଇଗଲେ ଲୋକେ

ଭାବବିହ୍ୱଳ ଗୀତକୁ ଗାଇଲା କୁନି ପୁଅ । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ ।

EMI
ମାସିକ EMI ବୃଦ୍ଧିକୁ ନେଇ ଚିନ୍ତାରେ ଋଣଗ୍ରହୀତା

ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି ।

EMI
ବଢ଼ିବ EMI ରେଟ୍‌

ଋଣ ଉପରେ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ସୁଧ । ଗତକାଲି RBI ରେପୋ ରେଟ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ସୁଧ ବଢିବା ନିଶ୍ଚିତ ହୋଇଛି ।

Intel Gets Info Of New ISI Backed Terrorist Front
ହରିଆଣାରୁ ଧରା ପଡ଼ିଲେ ୪ ଖଲିସ୍ତାନୀ ଆତଙ୍କବାଦୀ; ଡ୍ରୋନ୍ ଯୋଗେ ପଠାଯାଉଥିଲା ଅସ୍ତ୍ରଶସ୍ତ୍ର

ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଛନ୍ତି ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ।

BSF detects suspected tunnel
ଜମ୍ମୁ ସୀମା ନିକଟରେ ସୁଡ଼ଙ୍ଗ : ପାଟ୍ରୋଲିଂ ବେଳେ ଠାବ କଲା ବିଏସ୍ଏଫ୍

ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୁଡଙ୍ଗ ଠାବ ହୋଇଛି ।

PM Narendra Modi meets France President
ପ୍ୟାରିସରେ ମୋଦି-ମାକ୍ରୋନ ଭେଟ : ତିନି ଦିନିଆ ୟୁରୋପ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ

ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ।

LIC
ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଖୋଲୁ ଖୋଲୁ ଅଧା ଶେଷ

ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି ।

Amravati MP Navneet Rana, her MLA husband
ବେଲ୍‌ ସତ୍ତ୍ୱେ ଜେଲ୍‌ରେ ରାତି କଟାଇବେ ରାଣା ଦମ୍ପତ୍ତି

ହନୁମାନ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡ଼ିବ।

Central University
ଏଣିକି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା

"ଗୋଟିଏ ଦେଶ -ଏକ ପରୀକ୍ଷା" ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

RBI
ବଢ଼ିଲା ରେପୋ ରେଟ୍‌, ଲୋକଙ୍କ ଉପରେ ପଡ଼ିବ ମୋଟା ଅଙ୍କର EMI ଚଡ଼କ !

RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ ।

Amravati MP Navneet Rana, her MLA husband
ହନୁମାନ ଚାଳିଶା ବିବାଦ ମାମଲା : ରାଣା ଦମ୍ପତ୍ତିଙ୍କୁ ମିଳିଲା ଜାମିନ୍

ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

Loudspeaker Row In Mumbai
ଲାଉଡ୍‌ସ୍ପିକର ବିବାଦକୁ ନେଇ ଆଲର୍ଟରେ ମୁମ୍ବାଇ, ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ

ରାଜ୍‌ ଠାକ୍‌ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍‌ଏନ୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଉଠାଇ ନେଇଥିବା ଜଣାପଡ଼ିଛି।

viral video
ମଦ ପିଇ ରାସ୍ତା ମଝିରେ ହଙ୍ଗାମା କଲେ ମହିଳା ଅଧିକାରୀ, ଭିଡିଓ ଭାଇରାଲ୍‌...

ମହିଳା ଅଧିକାରୀଙ୍କ ହଙ୍ଗାମା ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ ।

Uniform Civil Code
ଦେଶରେ ଲାଗୁ ହେବ କି ୟୁନିଫର୍ମ ସିଭିଲ କୋଡ୍ ?

ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁକୁ ନେଇ ବିତର୍କ . .

LIC IPO opens for retail investors today: All you need to know
ଆଜିଠୁ ବିକ୍ରି ହେବ ମେଗା IPO

ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Modi in Europe day 2 Highlights: 'Inspire non-Indian friends to visit India', says PM in Denmark
ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

rahul gandhi
ଚିନ୍ ରାଷ୍ଟ୍ର ଦୂତଙ୍କ ସହ ନେପାଳରେ ରାହୁଲଙ୍କ ମଉଜ

ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ, ପୁଣି ବିବାଦରେ କଂଗ୍ରେସର ଯୁବରାଜ । କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ଏଭଳି ବିଦେଶୀ ମଉଜକୁ ନେଇ ଶାଣିତ ଭାଷାରେ କଟାକ୍ଷ କରିଛି ବିଜେପି ।

Gold Ornaments
ସୁନା ଗହଣାରେ ଠକାମୀକୁ ରୋକିବା ପାଇଁ ସାରା ଦେଶରେ ହଲ୍‌ମାର୍କ ବାଧ୍ୟତାମୂଳକ

ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍‌ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

Gold Ornaments
ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ପୁରୀ ସମେତ ଦେଶର ୩୨ ଜିଲ୍ଲାରେ ଲାଗୁ ହେବ ବ୍ୟବସ୍ଥା I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ

Narendra Modi At Denmark
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡ଼ିଶାର ପଟ୍ଟଚିତ୍ର

ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ରାଷ୍ଟ୍ର ସମ୍ମିଳନୀରେ ଯୋଗଦେବେ । ଏଥିରେ ଡେନମାର୍କ, ଆଇସଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଓ ନରେଓ୍ୱର ପ୍ରଧାନମନ୍ତ୍ରୀ ସାମିଲ ହେବେ ।

rahul gandhi
କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ବିଦେଶୀ ମଉଜକୁ ନେଇ ଚର୍ଚ୍ଚା

ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି

amit shah
‘ଆମେ ଭାରତକୁ ବିଶ୍ୱଗୁରୁ କରିବାକୁ ଚାହୁଁ’

ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ

special story
ଖାଇବାଠୁ ପିଇବା, ଶୋଇବାଠୁ ଗାଧୋଇବା, ସବୁବେଳେ ଖାଲି ଭିଡ଼ିଓ ଭିଡ଼ିଓ . . .

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ ।